Categories: ବାଣିଜ୍ୟ

ଏକ ଡଲାରରେ ଫିନାବ୍ଲରକୁ କିଣିଲା ଇସ୍ରାଏଲ-ୟୁଏଇ ଗ୍ରୁପ୍‌

ମୁମ୍ବାଇ,୨୦।୧୨: ବିଦେଶରେ ବ୍ୟବସାୟିକ କ୍ଷତି ଓ ଠକେଇ ଭଳି ଅଭିଯୋଗ ଲାଗି ଜଣେ ପ୍ରବାସୀ ଭାରତୀୟ ଉଦ୍ୟୋଗପତି ବି.ଆର୍‌. ସେଟ୍ଟୀ ମାତ୍ର ୧ ଡଲାରରେ ତାଙ୍କ କମ୍ପାନୀକୁ ବିକିଛନ୍ତି। ଗତବର୍ଷ ପର୍ଯ୍ୟନ୍ତ ତାଙ୍କ କମ୍ପାନୀର ମୂଲ୍ୟ ୧.୫ ରୁ ୨ ବିଲିୟନ ଡଲାର ମୂଲ୍ୟାୟନ ହେଉଥିଲା। ୟୁଏଇରେ ଥିବା ତାଙ୍କ ଫିନାବ୍ଲର ପିଏଲ୍‌ସିକୁ ମାତ୍ର ୧ ଡଲାର ବିନିମୟରେ ଇସ୍ରାଏଲ-ୟୁଏଇ ସଂଘକୁ ବିକିଦେଇଥିବା ସୂଚନା ମିଳିଛି।

Share