Categories: ଫୁରସତ

ବେଦିରେ ବସିଥିବାବେଳେ କନ୍ୟାଙ୍କୁ ଆସିଲା ନିଦ: ତାଙ୍କୁ ଉଠାଇବା ପାଇଁ ବର କଲେ ଏମିତି କାମ, ଦେଖନ୍ତୁ ଭିଡିଓ

ବେଦିରେ ବସିଥିବାବେଳେ କନ୍ୟାଙ୍କୁ ଆସିଲା ନିଦ: ତାଙ୍କୁ ଉଠାଇବା ପାଇଁ ବର କଲେ ଏମିତି କାମ, ଦେଖନ୍ତୁ ଭିଡିଓ
ଆଜିକାଲି ବିବାହ ସିଜିନ୍‌ ଚାଲିଛି। ଏହା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଏମିତି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରନ୍ତି।
ଭାଇରାଲ ହେଉଥିବା ଏହି ଭିଡିଓରେ ବର ଏବଂ କନ୍ୟା ବିବାହ ବେଦିରେ ବସିଛନ୍ତି। ବାହାଘର ଚାଲିଛି। ଏହି ସମୟରେ କନ୍ୟାଙ୍କୁ ନିଦ ଆସିଯାଇଛି। ବର କନ୍ୟାଙ୍କୁ ମୁହଁରେ ହାତ ଦେଇ ଘୁମାଉଥିବା ଦେଖି ତାଙ୍କୁ ଧୀରେ ଉଠାଇବାକୁ ଚେଷ୍ଟା କରନ୍ତି। ଏହା ପରେ କନ୍ୟା ହଠାତ୍‌ ଉଠି ବସିଥାନ୍ତି। ୟୁଜର୍ସ ବରଙ୍କ ଏହି କାର୍ଯ୍ୟକୁ ବହୁତ ମଜାଳିଆ ମନେ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @ futra_baisa_banna1 ନାମକ ଜଣେ ୟୁଜର୍ସଙ୍କ ଦ୍ୱାରା ଶେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨ ମିଲିୟନରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି। ଲୋକମାନେ ମଜାଳିଆ ଭିଡିଓ ମଧ୍ୟ ଶେୟାର କରୁଛନ୍ତି।

Share