Posted inଫୁରସତ

ପୁଅର ଓ୍ବାଇଫାଇ ସିଗ୍‌ନାଲ ନ ଆସିବାରୁ ପିତା ନେଲେ ଏମିତି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କ୍ୟୁବାର ରାଜଧାନୀ ହାଭାନାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ତାଙ୍କ ପୁଅର ଓ୍ବାଇ-ଫାଇ ସିଗ୍‌ନାଲ ନ ଆସିବାରୁ ଘର ଛାତ ଉପରେ ଏକ ଆଇଫେଲ୍‌ ଟାଓ୍ବାର ନିର୍ମାଣ କରିଛନ୍ତି। ୫୨ ବର୍ଷୀୟ ଏର୍‌ନିକ୍‌ ସାଲଗାଡୋଙ୍କ ପୁଅ ତାଙ୍କୁ ଓ୍ବାଇ-ଫାଇ ସିଗ୍‌ନାଲ ପାଇଁ ଆଣ୍ଟେନା ତିଆରି କରିବାକୁ କହିଥିଲେ। କିନ୍ତୁ ସେ ଘରର ଛାତ ଉପରେ ୧୩ ଫୁଟ ଉଚ୍ଚର ଆଇଫେଲ ଟାଓ୍ବାର ନିର୍ମାଣ କରିଛନ୍ତି।

ଏର୍‌ନିକ୍‌ଙ୍କ ଏହି କାର୍ଯ୍ୟକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ବେଶ୍‌ ପ୍ରଶଂସା କରାଯାଉଛି। ଏର୍‌ନିକ୍‌ ବୃତ୍ତିରେ ଜଣେ ଆକାଉଣ୍ଟାଣ୍ଟ୍‌। କିନ୍ତୁ ସେ ଏହି ଲୁହା କାମ ତାଙ୍କ ପିତାଙ୍କଠାରୁ ଶିଖିଥିଲେ। ଏକ ରିପୋର୍ଟ ଅନୁଯାୟୀ, ସେ କେବେ ପ୍ୟାରିସ ଯାଇ ନ ଥିଲେ। କେବଳ ସେ ଫିଲ୍ମ ଏବଂ ଫଟୋଗ୍ରାଫ୍‌ରେ ଆଇଫେଲ ଟାଓ୍ବାର ଦେଖିଥିଲେ।


ଯେତେବେଳେ ତାଙ୍କ ପୁଅ ତାଙ୍କୁ ଓ୍ବାଇ-ଫାଇ ଆଣ୍ଟେନା ତିଆରି କରିବାକୁ କହିଥିଲେ, ସେ ଭାବିଲେ କାହିଁକି ଆଇଫେଲ ଟାଓ୍ବାର ନିର୍ମାଣ କରିବେ ନାହିଁ, ଯାହା ଆଣ୍ଟେନା ପରି ବ୍ୟବହାର କରାଯାଇପାରିବ। ଅବଶ୍ୟ ଏହାକୁ ଯେତେବେଳେ ସେ ତିଆରି କରିସାରିଲେ ସେତେବେଳେ ଅନୁଭବ କଲେ ଯେ ଟାଓ୍ବାରକୁ ଆଣ୍ଟେନା ଭାବରେ ବ୍ୟବହାର କରିବା ଦ୍ୱାରା ଡିଜାଇନ୍‌ ନଷ୍ଟ ହେବ ଏବଂ ତାଙ୍କ ପରିଶ୍ରମ ବୃଥା ହୋଇଯିବ।

ଏହି ଟାଓ୍ବାର ନିର୍ମାଣରେ ଏର୍‌ନିକଙ୍କ ପୁଅ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ସେ କହିଛନ୍ତି ଯେ, ସେ ଆଇଫେଲ ଟାଓ୍ବାରର ମଡେଲ ଏବଂ ଫଟୋ ଆଣିଥିଲେ। ପରେ ଏହାକୁ ଆଲୋକିତ କରିବା ପାଇଁ କାରର୍‌ ହାଲୋଜେନ ବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri