Categories: ଫୁରସତ

ଆଖି ପିଛୁଳାକେ ଗଭୀର ପାଣିରୁ ଏମିତି ମାଛ ଝାମ୍ପିନେଉଛି ଛଞ୍ଚାଣ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛଞ୍ଚାଣକୁ ଦେଖିବାକୁ ମିଳୁଛି। ଛଞ୍ଚାଣଟିକୁ ଦେଖିଲେ ଲାଗିବ ସେ ଯେପରି ପାଣିରେ ଗୋଡ଼ ବାଡେଇ ବାଡ଼େଇ ଆସୁଛି। ହେଲେ ପରେ ଦେଖାଯାଉଛି ସେ ତାର ଗୋଡ଼ରେ ଏକ ମାଛକୁ ଧରିଛି। ଭିଡିଓଟି ଟୁଇଟରରେ ଶେୟାର କରାଯାଇଥିବା ବେଳେ ଭାଇରାଲ ହେବାରେ ଲାଗିଛି।

Share