Categories: ଫୁରସତ

ଫୁଟ୍‌ବଲ୍‌ ଭଳି ବାଇକ୍‌କୁ ଟେକି ଫୋପାଡ଼ିଲା ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ବିଶେଷକରି ପ୍ରାଣୀମାନଙ୍କ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ ହାତୀକୁ ଦେଖିବାକୁ ମିଳୁଛି। ହାତୀଟି ପୁରା ରାଗି ଯାଇଥିବା ବେଳେ ଲୋକେ ତା ପଛରେ ଯାଉଛନ୍ତି। ହାତୀଟି ଏକ ଗଛ ପାଖକୁ ଯାଉଛି ସେଠାରେ ଥିବା ଏକ ବାଇକ୍‌କୁ ଫୁଟ୍‌ବଲ ଭଳି ଟେକି ଫୋପାଡି ଦେଉଛି। ଭିଡିଓକୁ ନରେନ୍ଦ୍ର ସିଂ ଟୁଇଟରରେ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share