Categories: ଫୁରସତ

କୁକୁଡ଼ା ଛୁଆକୁ ପାଖରେ ପାଇ ଖୁସି ହୋଇ ଆସିଥିଲା ବିଲେଇ, ହେଲେ ଘଟିଲା ଏମିତି

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ବିଲେଇ କୁକୁଡ଼ା ଛୁଆକୁ ଦେଖି ତାହା ପାଖକୁ ଆସୁଛି। ହେଲେ ବିଲେଇ କୁକୁଡ଼ା ଛୁଆକୁ କାବୁ କରି ପାରୁନାହିଁ। ଚତୁରତାର ସହ ଖସି ଯାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share