Categories: ଖେଳ

ଫାଇନାଲ ମ୍ୟାଚ୍‌ ଦେଖିବେ ଅଷ୍ଟ୍ରେଲିଆ ଉପ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ,୧୯।୧୧(ପି.ଟି.): ରବିବାର ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଫାଇନାଲ ଦେଖିବେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ୍‌। ଅଷ୍ଟ୍ରେଲିଆର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗଙ୍କ ସହ ସେ ଏହି ମ୍ୟାଚ୍‌ ଦେଖିବାକୁ ପହଞ୍ଚିବେ। ସୋମବାର ଉଭୟ ନେତା ନିଜ ଭାରତୀୟ ପ୍ରତିପକ୍ଷଙ୍କ ସହିତ ୨+୨ ଆଲୋଚନା କରିବା ପୂର୍ବରୁ ଫାଇନାଲ ମ୍ୟାଚର ମଜା ନେବେ।

Share