ଏହି ଯୋଡ଼ିଙ୍କ କେମେଷ୍ଟ୍ରିକୁ ଆଜିବି ମନେପକାନ୍ତି ଦର୍ଶକ

ଦିନ ଥିଲା ବଲିଉଡ୍ର  ଜଣାଶୁଣା କପଲ ଥିଲେ ସାହିଦ କପୁର-କରିନା କପୁର । ଦର୍ଶକ ଦୁହିଁଙ୍କ ଯୋଡି କେବଳ ପରଦାରେ ନୁହେଁ ପରଦା ପଛରେ ମଧ୍ୟ ବେଶ ପସନ୍ଦ କରୁଥିଲେ। ହେଲେ ଏମିତି କିଛି ହୋଇଥିଲା କି ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । କିନ୍ତୁ ଆଜି ବାଇଜ ଲୋକେ ସେମାନଙ୍କର ଜବରଦସ୍ତ କେମେଷ୍ଟ୍ରିକୁ ମନେ ପକାଆନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ସାହିଦ୍‌ଙ୍କ ପାଇଁ ପାଗଳ ଥିଲେ।

Share