Categories: ଫୁରସତ

ସେନାରେ ଭର୍ତ୍ତି ହେବାକୁ ଧାଡ଼ିରେ ୮୦ ବର୍ଷୀୟ

ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି। ଏହ ପୂର୍ବରୁ ଦୁଇ ଦେଶ ମଧ୍ୟରେ କିଛିଦିନ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧ ୟୁକ୍ରେନ୍‌ ସୈନ୍ୟବାହିନୀରେ ସାମିଲ ହେବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଫଟୋରେ ଉକ୍ତ ବୃଦ୍ଧ ଜଣକ ସେନାରେ ସାମିଲ ହେବା ଲାଗି ଧାଡ଼ିରେ ଛିଡ଼ା ହୋଇଛନ୍ତି। ବୃଦ୍ଧ ଜଣକ ସାଙ୍ଗରେ ଏକ ବ୍ୟାଗ୍‌ ଆଣିଥିଲେ, ଯେଉଁଥିରେ ଦୁଇଟି ଟି-ସାର୍ଟ, ହଳେ ପ୍ୟାଣ୍ଟ, ଟୁଥ୍‌ ବର୍ଷ ଓ ଖାଇବା ପାଇଁ ସାଣ୍ଡଓ୍ବିଚ୍‌ ଥିଲା। ଏହି ଫଟୋକୁ ୧,୩୩,୦୦୦ ଲାଇକ୍‌ ମିଳିଛି।

Share