Posted inଫୁରସତ

ଘୋଡ଼ା ପରି ଦେଖାଯାଉଥିବା ପ୍ରାଣୀ ଘୋଡ଼ା ନୁହନ୍ତି, ଚିହ୍ନିଲେ ଦେଖି…

ସୋସିଆଲ ମିଡିଆରେ ବେଳେବେଳେ ବିଚିତ୍ର ଫଟୋ ସବୁ ଭାଇରାଲ ହୋଇଥାଏ। ଫଟୋକୁ ଦେଖିଲେ ମଣିଷ ଅଧିକାଂଶ ସମୟରେ ଦ୍ୱନ୍ଦ୍ୱରେ ପଡ଼େ। ସେଗୁଡ଼ିକ ଅସଲି କିମ୍ବା ନକଲି ସନ୍ଦେହ ସୃଷ୍ଟି ହୁଏ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ କଳାରଙ୍ଗର ଘୋଡ଼ା ଦେଖାଯାଉଛନ୍ତି। ମାତ୍ର ସେମାନେ ପ୍ରକୃତ ଘୋଡ଼ା ନୁହନ୍ତି। ତେବେ ଜାଣନ୍ତୁ ଏହାର ସତ୍ୟତା ବିଷୟରେ…

ଆଇଏଫ୍‌ସି ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଫଟୋଟି ଶେୟାର କରିଛନ୍ତି। ଯେଉଁଥିରେ ଘୋଡ଼ା ପରି କଳା ରଙ୍ଗର ପ୍ରାଣୀମାନେ ଚାଲୁଥିବାର ନଜର ଆସିଛନ୍ତି। କିନ୍ତୁ ସେମାନେ ଘୋଡ଼ା ନୁହନ୍ତି। ଫଟୋକୁ ଜୁମ୍‌ କଲେ ହିଁ ଜାଣିପାରିବେ। ଏହା କଳାରଙ୍ଗର ଘୋଡ଼ା ନୁହନ୍ତି। ଜେବ୍ରା ଅଟନ୍ତି। ଜେବ୍ରାଗୁଡ଼ିକର ଛାୟା ବା ଛାଇ ପଡ଼ି ଏହା ଘୋଡ଼ାପରି ଦିଶୁଛନ୍ତି। ଏଥିରେ ସୁଶାନ୍ତ କ୍ୟାପଶନ ଲେଖିଛନ୍ତି, ଜେବ୍ରାଗୁଡ଼ିକ  ବୁଲୁଛନ୍ତି। ସେମାନଙ୍କ ଛାଇ ଘୋଡ଼ା ପରି ଦିଶୁଛନ୍ତି।

ଏହି ଫଟୋଟି ପ୍ରସିଦ୍ଧ ବନ୍ୟଜନ୍ତୁ ଫଟୋଗ୍ରାଫର ବେଭର୍ଲି ଜୋବର୍ଟଙ୍କ ଦ୍ୱାରା ନିଆଯାଇଛି। ସେ ତାଙ୍କ ପୋଷ୍ଟରେ କହିଛନ୍ତି, ଫଟୋଟି ବୋତ୍ସୱାନା ମାକଗାଡିିକଗାଡ଼ି ହ୍ରଦ ନିକଟରେ। ଏହି ଫଟୋ ଏତେ ଲୋକପ୍ରିୟ ହୋଇଛି ଯେ, ଲୋକମାନେ ଏହାକୁ ବହୁମାତ୍ରାରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri