ଶସ୍ତା ହେଲା ପିଆଜ, ଟମାଟୋ: ଡିସେମ୍ବର ମାସରେ ହ୍ରାସ ପାଇଲା ଖାଇବା ଥାଳିର ଦାମ୍

ଭୁବନେଶ୍ୱର, ୮ା୧: ପିଆଜ ଏବଂ ଟମାଟୋ ଦର ହ୍ରାସ ପାଇବା ଫଳରେ ଡିସେମ୍ବର ମାସରେ ଶସ୍ତା ହୋଇଛି ଖାଇବା ଥାଳି। ଶାକାହାରୀ ଥାଳି ୩ ପ୍ରତିଶତ ହ୍ରାସ ପାଇଥିଲା ବେଳେ ମାଂସାହାରୀ ୫ ପ୍ରତିଶତ ହ୍ରାସ ପାଇଛି। କ୍ରିସିଲ ମାର୍କେଟ ଇଣ୍ଟେଲିଜେନ୍ସ ଆଣ୍ଡ ଆନାଲିଟିକ୍ସ (MI&A) ରିସର୍ଚ୍ଚ ‘ଚାଉଳ ରୁଟି ଦର’ ରିପୋର୍ଟ ଅନୁଯାୟୀ, ଗୃହରେ ନିର୍ମିତ ଶାକାହାରୀ ଏବଂ ଅଣ ଶାକାହାରୀ ଥାଲିର ହାର ଡିସେମ୍ବରରେ ଯଥାକ୍ରମେ ତିନି ପ୍ରତିଶତ ଏବଂ ପାଞ୍ଚ ପ୍ରତିଶତ ହ୍ରାସ ପାଇଛି।

ଏଥିରେ କୁହାଯାଇଛି ଯେ ଶାକାହାରୀ ଏବଂ ଅଣ ଶାକାହାରୀ ଥାଲିର ମୂଲ୍ୟ ହ୍ରାସର କାରଣ ହେଉଛି ପିଆଜ ଏବଂ ଟମାଟୋର ମୂଲ୍ୟ ଶସ୍ତା ହେବା। ମାସିକ ଭିତ୍ତିରେ ପିଆଜ ମୂଲ୍ୟ ୧୪ ପ୍ରତିଶତ ଏବଂ ଡିସେମ୍ବରରେ ଟମାଟୋ ମୂଲ୍ୟ ତିନି ପ୍ରତିଶତ ହ୍ରାସ ପାଇଛି। ପାର୍ବଣ ଋତୁ ଶେଷ ହେତୁ ଘର ରୋଷେଇ ଘରେ ବ୍ୟବହୃତ ଏହି ପନିପରିବାର ମୂଲ୍ୟ ହ୍ରାସ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ମାସିକ ବ୍ରଏଲର ମୂଲ୍ୟରେ ପାଞ୍ଚ-ସାତ ପ୍ରତିଶତ ହ୍ରାସ ହେତୁ ଶାକାହାରୀ ଥାଲିର ମୂଲ୍ୟ ଅଧିକ ଦ୍ରୁତ ଗତିରେ ହ୍ରାସ ପାଇଛି। ଶାକାହାରୀ ଥାଲି ମୂଲ୍ୟର ୫୦ ପ୍ରତିଶତ ବ୍ରଏଲର ଅଟେ।

ତେବେ ବାର୍ଷିକ ଆଧାରରେ ସାକାହାରୀ ଥାଳି ୧୨ ପ୍ରତିଶତ ବୃଦ୍ଧି ପାଇଛି, ଯେତେବେଳେ କି ମାଂସାହାରୀ ଖାଇବା ହ୍ରାସ ପାଇଛି। ଏତିରେ କୁହାଯାଇଛି ଯେ, ଶାକାହାରୀ ମୂଲ୍ୟ ବୃଦ୍ଧି କାରଣ ହେଉଛି ପିଆଜ ଏବଂ ଟମାଟୋ ଦରବୃଦ୍ଧି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଖସିଲା ସୁନାଦର; ଦେଢଲକ୍ଷରୁ ତଳକୁ ଖସିଲା ଭରିଏ ସୁନାର ମୂଲ୍ୟ!

ନୂଆଦିଲ୍‌ଲୀ,୨୦।୩: ଖସିଲା ସୁନା, ରୁପା ଦର । ସପ୍ତାହକ ମଧ୍ୟରେ ୨୦ ହଜାର ଟଙ୍କା ଖସିଲାଣି ସୁନା ଦର । ଦେଢ଼ ଲକ୍ଷରୁ ତଳକୁ ଖସିଲା ଭରିଏ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri