Posted inଫୁରସତ

ଆତଙ୍କ ଖେଳାଉଛି ସମୁଦ୍ର ରାକ୍ଷସ: କୋଇଲା ପରି କଳା, ରହିଛି ବଡ଼ବଡ଼ ଦାନ୍ତ

ଆମେରିକୀୟ ସମୁଦ୍ର କୂଳରେ ଏକ ଏଲିଅନ୍‌ ପରି ସମୁଦ୍ର ରାକ୍ଷସ ଭାସୁଥିବା ଦେଖିବାକୁ ମିଳିଛି। ଯାହା ପଶୁମାନଙ୍କୁ ସହଜରେ ଗିଳିପାରିବ। ଏହି ଜୀବକୁ ଫୁଟବଲ ମାଛ କୁହାଯାଉଛି। ଯାହାର ରଙ୍ଗ କୋଇଲା ପରି କଳା ଏବଂ ଦାନ୍ତ ଏତେ ତୀକ୍ଷ୍ଣ ଯେ, ଏହା ଲୁହା ମଧ୍ୟ କାଟି ପାରିବ। ଏହି ମାଛଟି ବହୁତ ଭୟାନକ ଦେଖାଯାଉଛି। ଏବେ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଳରେ ଆତଙ୍କ ଖେଳିଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଲସ୍‌ଏଞ୍ଜେଲ୍ସର ଲାଗୁନା ବିଚ୍‌ରେ ଏହି ମାଛ ଦେଖିବାକୁ ମିଳିଛି। ଏହା ୨୪ ଇଞ୍ଚର। ଏହାର ମଣିଷ ପରି ଅଙ୍ଗ ପ୍ରତ୍ୟଙ୍ଗ ରହିଛି। ଯାହା ଅତ୍ୟନ୍ତ ଭୟଙ୍କର ଦେଖାଯାଉଛି।

ପ୍ରାୟତଃ ଏହି ମାଛଗୁଡିକ ସମୁଦ୍ରରେ ବହୁତ ଦୂରରୁ ମିଳିଥା’ନ୍ତି। ଲାଗୁନା ବେଳାଭୂମିରେ ଏହା ଦେଖିବାକୁ ବିରଳ। ବିଶେଷଜ୍ଞମାନେ ବର୍ତ୍ତମାନ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, କିପରି ଗଭୀର ସମୁଦ୍ର ମାଛ ଲସ୍‌ଏଞ୍ଜେଲସ ଉପକୂଳରେ ପହଞ୍ଚିଲା। ଏହି ମାଛର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ‘castateparks ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି।

ଏହି ମାଛଗୁଡ଼ିକ ପୁନଃ ଉତ୍ପାଦନ ପାଇଁ ପରଜୀବୀ। ସେମାନେ ଏପରି ପୁରୁଷ ମାଛର ସନ୍ଧାନରେ ଅଛନ୍ତି, ଯାହା ସେମାନଙ୍କ ଶରୀରରେ ଲାଗି ରହିବ, ସେମାନଙ୍କୁ କାମୁଡ଼ିବ ଏବଂ ଶରୀରକୁ ପରଜୀବୀରେ ପରିପୂର୍ଣ୍ଣ କରିବ। ଏହାକୁ ପରଜୀବୀ ଗର୍ଭଧାରଣ ପ୍ରକ୍ରିୟା କୁହାଯାଏ। ଏହି ପ୍ରଜନନ ପ୍ରକ୍ରିୟା ହେତୁ ପୁରୁଷ ମାଛ ଅନ୍ଧ ହୋଇଯାଏ, ଏବଂ ତା’ପରେ ସେମାନେ ସାରାଜୀବନ ମାଈ ମାଛ ଉପରେ ନିର୍ଭରଶୀଳ ରହିଥା’ନ୍ତି, କାରଣ ସେମାନେ ଦେଖି ପାରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri