ଗିରଫ ହେଲେ ତହସିଲଦାର, ୭ ପ୍ଲଟ୍‌ ସହ ଠୁଳ କରିଥିଲେ…

କଣ୍ଟାପଡ଼ା,୧୨ା୩(ସୁର ନାରାୟଣ ସାହୁ): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ଗୁରୁବାର ଗିରଫ କରିଛି। ଖବରରୁ ପ୍ରକାଶ, ବୁଧବାର ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ତହସିଲଦାର ସାମନ୍ତରାୟଙ୍କ ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ ପୁରୀ ଜିଲା ଗଡ଼ିଶାଗଦା ଥାନା ଅଞ୍ଚଳରେ ଥିବା ନିଜ ପୈତୃକ ଘର ସମେତ କଟକ ଜିଲା କଣ୍ଟାପଡ଼ା ତହସିଲ କାର୍ଯ୍ୟାଳୟ, ସରକାରୀ ବାସଭବନ, ଭୁବନେଶ୍ୱରସ୍ଥିତ ନିଜସ୍ବ ୩ ମହଲା ବିଶିଷ୍ଟ ୨ଟି କୋଠା, ସମ୍ପର୍କୀୟଙ୍କ ଘର କେନ୍ଦ୍ରାପଡ଼ା ଆଦି ୭ଟି ସେ ସ୍ଥାନରେ ଚଢ଼ାଉ କରି ନଗଦ ୨୧୫୦୦୦ ଟଙ୍କା ଓ ୭ଟି ବହୁ ମୂଲ୍ୟବାନ ପ୍ଲଟର କାଗଜ ପତ୍ର ଜବତ କରିଥିଲା।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧ ନେଲା RCB: ଭୁବି-ହାଜେଲଉଡ୍‌ଙ୍କ ଆଗରେ DCର ଆତ୍ମସମର୍ପଣ

ନୂଆଦିଲ୍ଲୀ,୨୭ା୪:ବେଙ୍ଗାଲୁରୁରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାଜୟର ପ୍ରତିଶୋଧ ଦିଲ୍ଲୀରେ ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ଜୋଶ୍‌ ହାଜେଲଉଡ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ପରେ…

ଗର୍ଭ ଯନ୍ତ୍ରଣା ହେବାରୁ ସ୍ବାମୀଙ୍କ ସହ ଯାଇଥିଲେ ହସ୍ପିଟାଲ, ଅକସ୍ମାତ ଚାଲିଗଲା ଜୀବନ, ଅଞ୍ଚଳରେ ଚାଞ୍ଚଲ୍ୟ

ଜି.ଉଦୟଗିରି,୨୭।୪(ଚିନ୍ମୟ କୁମାର ସେଠି): ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର ରାତିରେ ଜଣେ ଗର୍ଭବତୀ ମହିଳାଙ୍କ ଅକସ୍ମାତ୍‌ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।…

ଶାରୀରିକ ସମ୍ପର୍କ ରଖି ବିବାହ ପାଇଁ ମନା କଲେ ଯୁବକ: ଆଉ ତା’ପରେ…

ରିଆମାଳ,୨୭।୪(ବଦ୍ରିନାରାୟଣ ଅଗ୍ରୱାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ଅଭିଯୁକ୍ତକୁ ବଳାତ୍କାର କରିଥିବା ଅପରାଧରେ କୁଣ୍ଢେଇଗୋଳା ଥାନା ପୋଲିସ ଗିରଫ କରିଛି। ଜଣେ…

ଯୁବତୀଙ୍କୁ ଗଣବଳାତ୍କାର କରି ଉଠାଇଥିଲେ ନଗ୍ନ ଫଟୋ: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ,୨୭।୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅଞ୍ଚଳରେ ଏକ ବଳାତ୍କାର ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ସୋମବାର କୋର୍ଟଚାଲାଣ କରିଥିବାବେଳେ ଜଣେ ଫେରାର…

ମା’ କାଳୁଆଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଶୁଭାରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ୩ ଶହରୁ ଅଧିକ ଶ୍ରଦ୍ଧାଳୁ , ଏହି ଦିନ ମହାଯଜ୍ଞ ପୂର୍ଣ୍ଣାହୁତି

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ କୁରୁବୁଲି ଗ୍ରାମରେ ମା’ କାଳୁଆ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ବୈଶାଖ ଶୁକ୍ଳ ଏକାଦଶୀ…

ବିକାଶ ନା ବିନାଶ: କୁଟ୍ରୁମାଳି ପାହାଡ଼ରେ ଖଣି ଖନନକୁ ନେଇ ଜଳୁଛି ଅସନ୍ତୋଷର ନିଆଁ

ଥୁଆମୂଳ ରାମପୁର,୨୭।୪(ଦୁର୍ଗା କୀର୍ତ୍ତି): ସିଜିମାଳି ପରେ ଏବେ ‘କୁଟ୍ରୁମାଳି’ । କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ପ୍ରାକୃତିକ ସମ୍ପଦର ଗନ୍ତାଘର କୁଟ୍ରୁମାଳି ପାହାଡ଼କୁ ନେଇ…

ନୂଆ ରୂପରେ ଚକରା ଘାଟି: ବନ ବିଭାଗ ୱାଚ ଟାୱାର, କ୍ୱାର୍ଟର ଉଦଘାଟିତ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ଅଧିନରେ ଥିବା ବାପାଙ୍ଗି ମନ୍ଦିର ନିକଟରେ ସୋମବାର ଏକ ୱାଚ ଟାୱାର ଉଦଘାଟିତ ହୋଇଯାଇଛି।…

କାହିଁକି ବିବାହ କରିନାହାନ୍ତି ମମତା ବାନାର୍ଜୀ? ଧଳା ଶାଢ଼ି ପିନ୍ଧିବାର କ’ଣ ସେହି ରହସ୍ୟ, ଜାଣିଲେ ହୋଇଯିବେ ତାଜୁବ

  ନୂଆଦିଲ୍ଲୀ,୨୭।୪: ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଏବେ ଜୋରଦାର ଚାଲିଛି। ସମସ୍ତ ଦଳ ପରସ୍ପରକୁ ତୀବ୍ର ଟାର୍ଗେଟ କରୁଥିବା ଦେଖାଯାଉଛି। ଏହି ପ୍ରଚାର ଅବଧି ଖୁବ ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri