ଆନନ୍ଦପୁର ପୌରପରିଷଦରେ ନୂତନ ପୌରଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଆନନ୍ଦପୁର,୨୭।୬(ସନ୍ତୋଷ ରାଉତ)- ଆନନ୍ଦପୁର ପୌରପରିଷଦରେ ନୂତନ ପୌରଅଧିକାରୀ ଭାବେ ଦେବ ପ୍ରସାଦ ବଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ମଙ୍ଗଳବାର ଦିନ ପୌରଅଧିକାରୀ ପଦବୀରେ ଆନୁଷ୍ଠାନିକ ଭାବେ ଆନନ୍ଦପୁର ପୌରାଞ୍ଚଳର ଦାୟିତ୍ୱ ଗ୍ରହଣ କରିଛନ୍ତି।