Ind vs NZ: ସିରିଜ୍ କବଜା କରିବାକୁ ଭାରତର ମାଷ୍ଟରଷ୍ଟ୍ରୋକ୍! ୨୭ ବର୍ଷୀୟ ଦ୍ରୁତ ବୋଲରଙ୍କ ଡେବ୍ୟୁ
ନୂଆଦିଲ୍ଲୀ,୧୫।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପଞ୍ଚମ ତଥା ଚୂଡ଼ାନ୍ତ ମୁକାବିଲାରେ ଦ୍ରୁତ ବୋଲର ଯଶ ଠାକୁର ଭାରତୀୟ ଦଳ ପାଇଁ ନିଜର ଦିନିକିଆ ଆନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି। ଘରୋଇ କ୍ରିକେଟ୍ରେ ବିଦର୍ଭ…

