WTC 2029 ଫାଇନାଲର ତାରିଖ ଘୋଷଣା; ଅଲିମ୍ପିକ କ୍ରିକେଟ ଯୋଗ୍ୟତା ପର୍ଯ୍ୟାୟକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି ICC
ନୂଆଦିଲ୍ଲୀ,୨୪।୧୦: ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ପର୍ଯ୍ୟାୟ (qualifiers) ୨୦୨୮ ମସିହା ଜାନୁଆରୀ-ଫେବୃଆରୀ ମାସରେ ଅନୁଷ୍ଠିତ ହେବ। ‘ଇଏସପିଏନ୍ କ୍ରିକଇନ୍ଫୋ’ (ESPNcricinfo) ଅନୁଯାୟୀ, ଅକ୍ଟୋବର ମାସରେ ଦୁବାଇଠାରେ ଅନୁଷ୍ଠିତ ବୈଠକ ପରେ ଆଇସିସି (ICC) ନିଜର…

