ବିଶ୍ୱାସଙ୍କ ପରି ଦୁନିଆର ସବୁଠାରୁ ଲକି ମଣିଷ ଫ୍ରାନୋ ସେଲାକ: ପ୍ଲେନକ୍ରାଶ୍, ବସ୍ ଦୁର୍ଘଟଣା ପରି ୭ଥର ମୃତ୍ୟୁମୁଖରୁ ଫେରିଛନ୍ତି ନୂଆଦିଲ୍ଲୀ,୧୩।୬: କ୍ରୋଏସିଆର ଜଣେ ସଙ୍ଗୀତ ଶିକ୍ଷକ ଫ୍ରାନୋ ସେଲାକଙ୍କ ଜୀବନ ଏକ ଫିଲ୍ମ କାହାଣୀଠାରୁ କମ ନୁହେଁ। ୧୯୨୯ ମସିହାରେ ଜନ୍ମ ହୋଇଥିବା ସେଲାକ ସାତ ଥର ମୃତ୍ୟୁକୁ ଜୟ କରିଛନ୍ତି ଅର୍ଥାତ୍ ମୃତ୍ୟୁମୁଖରୁ ଫେରି ଆସିଛନ୍ତି। ଶେଷରେ ଲଟେରୀରେ...