ବିଶ୍ୱକପ ୨୦୨୩: କେବଳ ଭାରତ-ଅଷ୍ଟ୍ରେଲିଆ ନୁହେଁ, ପାକିସ୍ତାନ ନେଦରଲ୍ୟାଣ୍ଡ ସମେତ ସମସ୍ତ ୧୦ ଟିମକୁ ମିଳିବ ବମ୍ପର ପ୍ରାଇଜ ମନି ନୂଆଦିଲ୍ଲୀ,୧୭।୧୧: ଆଇସିସି ଦ୍ୱାରା ଆୟୋଜିତ ବିଶ୍ୱକପ ୨୦୨୩ ନଭେମ୍ବର ୧୯ରାତିରେ ଶେଷ ହେବ। ଏହି ବିଶ୍ୱକପର ଅନ୍ତିମ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଜିତିଥିବା ଦଳ ବିଶ୍ୱ ଚାମ୍ପିଅନ ହୋଇଥିବାବେଳେ ହାରିଥିବା ଦଳ ରନର୍...