ଏମିତି ନିଷ୍ପତ୍ତି ନେଲା ସୌଦି ଆରବ, ଭାରତ ସହ ୧୪ ଦେଶ ପାଇବେ ଲାଭ ରିୟାଦ/ନୂଆଦିଲ୍ଲୀ,୧୫।୬: ହଜ -୨୦୨୫ ପରେ ସୌଦି ଆରବ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଅନ୍ୟାନ୍ୟ ୧୨ଟି ଦେଶ ପାଇଁ ବ୍ଲକ ୱାର୍କ ଭିଜା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଉଠାଇ ଦେଇଛି। ସୌଦି ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ...