Video: ଗଛ ଲଗାଇ ନିଜ ସନ୍ତାନ ଭଳି ୨୦ ବର୍ଷ ସ୍ନେହ କଲେ, କଟିଯିବା ଦେଖି ମୁଣ୍ଡ ପିଟି କାନ୍ଦିଲେ ବୃଦ୍ଧା ଛତିଶଗଡ଼,୧୨।୧୦: ଛତିଶଗଡ଼ର ଖୈରାଗଡ଼ ଜିଲାର ସାରାଗୋଣ୍ଡି ଗ୍ରାମରୁ ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯାହା ଲୋକଙ୍କୁ ପ୍ରକୃତି ସହିତ ପ୍ରେମ ଓ ଭାବନା ସହ ଗଭୀର ଭାବେ ଯୋଡ଼ିଛି। ଭିଡିଓରେ ଜଣେ ବୃଦ୍ଧା ମହିଳା...