ବଢୁଛି ‘ବିବାହ ବୀମା’ର ଚାହିଦା: ଜାଣନ୍ତୁ କାହିଁକି ଏହା ଭାରତର ପରବର୍ତ୍ତୀ ବଡ଼ ଟ୍ରେଣ୍ଡ? ନୂଆଦିଲ୍ଲୀ,୨୭ା୧୧: ବର୍ତ୍ତମାନ ଭାରତରେ ବିବାହ ଉତ୍ସବଗୁଡ଼ିକ ଅଧିକ ବ୍ୟାପକ, ବିଳାସପୂର୍ଣ୍ଣ ଏବଂ ଖର୍ଚ୍ଚବହୁଳ ହେବାରେ ଲାଗିଛି। ତେବେ ଏହି ବଡ଼ ‘ଭାରତୀୟ ବିବାହ’ ସହିତ ଜଡ଼ିତ ବଡ଼ ଆର୍ଥିକ ବିପଦକୁ ଦୃଷ୍ଟିରେ ରଖି ନିକଟରେ ବିବାହ ବୀମା (Wedding Insurance)...