Tag Archives: Vladimir Putin

ଆଲାସ୍କାର କୌଣସି ଘରୋଇ ଷ୍ଟାର ହୋଟେଲ ନୁହେଁ ଏଇଠି ଟ୍ରମ୍ପଙ୍କୁ ଭେଟିବେ ପୁଟିନ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୧୪।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଗଷ୍ଟ ୧୫ ରେ ଆଲାସ୍କାରେ ସାକ୍ଷାତ କରିବାକୁ ଯାଉଛନ୍ତି। ସମଗ୍ର ବିଶ୍ୱର ନଜର ଏହି ବୈଠକ ଉପରେ ରହିଛି। ଏହି ବୈଠକ ୟୁକ୍ରେନରେ ଯୁଦ୍ଧବିରାମ ପାଇଁ ପଥ…

ଆଲୋଚନା ପରେ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବେ ପୁଟିନ୍‌

ଓ୍ବାଶିଂଟନ୍‌,୧୪ା୮: ଆଲାସ୍କାରେ ଶୁକ୍ରବାର ହେବାକୁ ଥିବା ଶାନ୍ତି ଆଲୋଚନା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଲେ ଏହାର ଭୟଙ୍କର ପରିଣାମ ଭୋଗିବେ ବୋଲି ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ୟୁରୋପୀୟ ନେତାମାନଙ୍କ…

ଟ୍ରମ୍ପଙ୍କ ସହ ସାକ୍ଷାତ ପୂର୍ବରୁ ଉତ୍ତର କୋରିଆର ଏହି ନେତାଙ୍କ ସହ କ’ଣ କଥା ହେଲେ ପୁଟିନ! ବଢୁଛି ରାଜନୈତିକ ଆଲୋଚନା

ନୂଆଦିଲ୍ଲୀ,୧୩।୮: ୟୁକ୍ରେନୀୟ ସରକାର ମଙ୍ଗଳବାର (୧୨ ଅଗଷ୍ଟ, ୨୦୨୫)ରେ କହିଛି ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆର ନେତା କିମ ଜଙ୍ଗ ଉନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ସେ ତାଙ୍କ ଆଗାମୀ ଆଲାସ୍କା ଗସ୍ତରେ ଆମେରିକା…

ଏହି ଦିନ ହେବ ଟ୍ରମ୍ପ-ପୁଟିନଙ୍କ ଭେଟ: ତାରିଖ, ସ୍ଥାନ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୯।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୫ ଅଗଷ୍ଟ, ୨୦୨୫ରେ ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ତାରିଖ ଏବଂ ସ୍ଥାନ ଘୋଷଣା କରିଛନ୍ତି। ସେ ପୂର୍ବରୁ କହିଥିଲେ ଯେ ଏହି…

ଟ୍ରମ୍ପଙ୍କୁ ଲାଗିବ ଜବରଦସ୍ତ ଝଟକା! ଟାରିଫ ବମ ଭିତରେ ଭାରତ ଗସ୍ତ କରିବେ ପୁଟିନ, NSA ଅଜିତ ଡୋଭାଲ କହିଲେ…

ନୂଆଦିଲ୍ଲୀ,୭।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୁରୁବାର କହିଛନ୍ତି ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ମସ୍କୋରେ ଥିବା ଡୋଭାଲ ତାରିଖ ଉଲ୍ଲେଖ କରି ନାହାଁନ୍ତି, କିନ୍ତୁ ଇଣ୍ଟରଫ୍ୟାକ୍ସ ନ୍ୟୁଜ ଏଜେନ୍ସି ଅନୁଯାୟୀ,…

ପୁଟିନ ହଁ କହି ଦେବାରୁ ଖୁସିରେ ଗଦଗଦ ହେଲେ ଟ୍ରମ୍ପ, ହୋଇପାରେ ବଡ଼ ଆଲୋଚନା

ଓ୍ବାଶିଂଟନ,୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବହୁତ ଶୀଘ୍ର ଭେଟିପାରନ୍ତି। ମସ୍କୋରେ ଟ୍ରମ୍ପଙ୍କ ବିଶେଷ ଦୂତ ଏବଂ ପୁଟିନଙ୍କ ମଧ୍ୟରେ ଏକ ସଫଳ ଆଲୋଚନା ପରେ ଏହି ବିବୃତ୍ତି ଆସିଛି।…

ପୁଟିନଙ୍କୁ ଟ୍ରମ୍ପଙ୍କ ଅଲଟିମେଟମ୍: ୫୦ ଦିନ ମଧ୍ୟରେ ଯୁକ୍ରେନ ଯୁଦ୍ଧ ଶେଷ କର ନଚେତ୍ ୧୦୦% ଟାରିଫ୍

ଭୁବନେଶ୍ୱର,୧୫।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଆଗାମୀ ୫୦ ଦିନ ମଧ୍ୟରେ ଯୁକ୍ରେନ ସହ ଯୁଦ୍ଧବିରତି ପାଇଁ ରାଜି ନ ହେଲେ ରୁଷ ଉପରେ “କଡ଼ା…

ପୁଟିନଙ୍କ ଉପରେ ଟ୍ରମ୍ପଙ୍କ କ୍ଷୋଭ: ୟୁକ୍ରେନକୁ ପେଟ୍ରିଅଟ୍ ମିସାଇଲ ପଠାଇବାକୁ କଲେ ଘୋଷଣା

ନୂଆଦିଲ୍ଲୀ,୧୪ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ କଡ଼ା ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, “ପୁଟିନ ଦିନରେ ମିଠା କଥା କୁହନ୍ତି, କିନ୍ତୁ ସନ୍ଧ୍ୟାରେ ସମସ୍ତଙ୍କ ଉପରେ ବୋମା ମାଡ଼ କରନ୍ତି।” ଏହି କ୍ଷୋଭ ପ୍ରକାଶ…

ଇରାନକୁ ନିରାଶ କଲା ରୁଷିଆ, ଖାମେନେଇ ଆମେରିକା ବିରୁଦ୍ଧରେ ଅଧିକ ସମର୍ଥନ ପାଇଁ ପୁଟିନଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୩।୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକାର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଧିକ ସମର୍ଥନ ପାଇଁ ଏକ ଚିଠି ଲେଖିଥିବା ରିପୋର୍ଟରୁ ଜଣାପଡ଼ିଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କୁ ଏହି…

ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ଆମେରିକାର ଧମକ ପରେ ଭୟଙ୍କର ଚେତାବନୀ ଦେଲା ରୁଷିଆ, କହିଲା…

ମସ୍କୋ,୧୯।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷରେ ଆମେରିକା ସାମରିକ ହସ୍ତକ୍ଷେପ କଲେ ଏହା ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ରୁଷିଆ ଚେତାବନୀ ଦେଇଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ଗୁରୁବାର କହିଛନ୍ତି, ଆମେ ଆମେରିକାକୁ ଚେତାବନୀ…

ଇରାନ-ଇସ୍ରାଏଲ ଯୁଦ୍ଧ ରୋକିଦେବେ ଟ୍ରମ୍ପ? ପୁଟିନ୍‌ଙ୍କ ସହ ମିଶି କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୧୫।୬: ଶନିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ…

ପୁଟିନ୍‌ଙ୍କ ସାଙ୍ଗରେ ହାତ ମିଳାଇବେ ମସ୍କ? ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା

ଓ୍ବାଶିଂଟନ୍‌,୭।୬: ବିଶ୍ୱର ସବୁଠାରୁ ପ୍ରସିଦ୍ଧ କୋଟିପତି ଏଲନ ମସ୍କ ଏବେ ଆମେରିକା ଛାଡିବାକୁ ଯାଉଛନ୍ତି! ତେବେ ସେ କ’ଣ ରୁଷିଆରେ ଶରଣ ପାଇବେ? ଡୋନାଲ୍ଡ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ତୀବ୍ର ବାକ୍‌ ଯୁଦ୍ଧ ମଧ୍ୟରେ, ରୁଷିଆରୁ ଏକ ଆଶ୍ଚର୍ଯ୍ୟଜନକ ବୟାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri