ପତ୍ନୀ ଆରତୀଙ୍କୁ ଛାଡ଼ପତ୍ର ଦେବେ ସେହ୍ବାଗ? ୨୧ ବର୍ଷ ବୈବାହିକ ଜୀବନରେ ଝଡ଼… ନୂଆଦିଲ୍ଲୀ,୨୩।୧: କ୍ରିକେଟଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ପତ୍ନୀ ଆରତୀ ଅହଲାଓ୍ବଟ୍ଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ଉଭୟଙ୍କ ୨୧ ବର୍ଷର ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ରିପୋର୍ଟ ମୁତାବକ, ସେହ୍ବାଗ-ଆରତୀ ପରସ୍ପରଠାରୁ...