ଅନୁଷ୍କାଙ୍କ ଯୋଗୁ ମୋ ଜୀବନରେ ଆସିଛି ବଡ ପରିବର୍ତ୍ତନ: ବିରାଟ ମୁମ୍ବାଇ/ନୂଆଦିଲ୍ଲୀ,୩୧।୧୦: ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁଷ୍କା ଶର୍ମାଙ୍କଠାରୁ ସେ କ’ଣ ଶିଖିଛନ୍ତି। ବିରାଟ କୋହଲି କହିଛନ୍ତି ଯେ ମୁଁ ପତ୍ନୀ ଅନୁଷ୍କା ଶର୍ମାଙ୍କଠାରୁ ବହୁତ...