Tag Archives: virat kohli

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି ଏବଂ ଖୋଲାଖୋଲି ଭାବରେ…

ବିରାଟ, ରୋହିତଙ୍କୁ ହଇରାଣ କର ନାହିଁ; ସବୁ ହଜିଯିବ: ରବି ଶାସ୍ତ୍ରୀଙ୍କ ଚେତାବନୀ

ମୁମ୍ବାଇ,୪ା୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ହଇରାଣ କରୁଥିବା ତଥା ସେମାନଙ୍କ ଫର୍ମ ଓ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଉଥିବା ସମାଲୋଚକମାନଙ୍କ ଉପରେ ତୀବ୍ର ବର୍ଷିଛନ୍ତି।…

ନାଗୀନ ଡ୍ୟାନ୍ସ କଲେ ବିରାଟ କୋହଲି, ଭିଡିଓ ଭାଇରାଲ୍

ରାୟପୁର,୩।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ବ୍ୟାଟର ବିରାଟ କୋହଲି କେବଳ ଲଗାତାର ଦ୍ୱିତୀୟ ଶତକ ହାସଲ କରିନାହାଁନ୍ତି, ବରଂ ତାଙ୍କର ପୁରୁଣା ଆକ୍ରମକ ଶୈଳୀର ପ୍ରତ୍ୟାବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି। ତାଙ୍କର କ୍ରିକେଟର ଏହି ଫର୍ମକୁ ଫେରିବା…

ବିବାଦ ପରେ ‘ୟୁ-ଟର୍ଣ୍ଣ’ ନେଲେ ବିରାଟ କୋହଲି, ଖେଳିବେ ବିଜୟ ହଜାରେ ଟ୍ରଫି

ନୂଆଦିଲ୍ଲୀ,୨।୧୨: ଭାରତୀୟ କ୍ରିକେଟର ବିରାଟ କୋହଲି ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ନିଜର ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି। ପ୍ରଥମେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ମନା କରିବା ପରେ ବିସିସିଆଇ ସିଲେକ୍ଟରମାନେ ତାଙ୍କୁ…

ତେନ୍ଦୁଲକର ନା କୋହଲି: କିଏ ଶ୍ରେଷ୍ଠ ଖେଳାଳି? ଅସଲ କଥା ଜାଣିଲେ ବିଶ୍ୱାସ କରିବେନି!

ନୂଆଦିଲ୍ଲୀ,୨।୧୨: ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି । ଟିମ୍ ଇଣ୍ଡିଆର ଦୁଇ ହସ୍ତି । ଜଣେ କ୍ରିକେଟର ଭଗବାନ ଭାବେ ପରିଚିତ ଆଉ ଜଣେ କ୍ରିକେଟର କିଙ୍ଗ । ଉଭୟ କେତେ ଯେ ରେକର୍ଡ ଭାଙ୍ଗି ଚୁର୍‌ମାର କରିଛନ୍ତି ତାହାର…

କୋହଲି-ରୋହିତ-ଗାମ୍ଭୀରଙ୍କ ମଧ୍ୟରେ ଫାଟ, ସିଲେକ୍ଟରଙ୍କ ସହ କୋହଲିଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ଦ୍ୱିତୀୟ ଦିନିକିଆ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଦଳ ଭିତରେ କିଛି ଠିକ୍ ନଥିବା ଜଣାପଡ଼ିଛି। ମୁଖ୍ୟ କୋଚ୍ ଗୌତମ ଗାମ୍ଭୀର ଏବଂ ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ…

ବିରାଟଙ୍କ ଶତକରେ ଉତ୍ସବ ମନାଇଲେ ରୋହିତ ଶର୍ମା; ଡ୍ରେସିଂ ରୁମ୍‌ରୁ ପ୍ରତିକ୍ରିୟା ହେଲା ଭାଇରାଲ

ରାଞ୍ଚି,୩୦।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ରେକର୍ଡ଼ ୫୨ତମ ଶତକ ପରେ, ଡ୍ରେସିଂ ରୁମ୍‌ରେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ସାହପୂର୍ଣ୍ଣ ଏବଂ ସ୍ପଷ୍ଟ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ମାର୍କୋ ଜାନସେନ୍‌ଙ୍କ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ ଖବର ପରେ ମୁହଁ ଖୋଲିଲେ ବିରାଟ, ”ଖେଳିବା ଜାରି ରଖିବି”

ରାଞ୍ଚି,୩୦।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ମ୍ୟାଚ୍ ବିଜୟୀ ଶତକ ହାସଲ କରିବା ପରେ, ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ତାଙ୍କ ଟେଷ୍ଟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନକୁ ନେଇ ଚାଲିଥିବା ସମସ୍ତ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ମ୍ୟାଚ୍ ପରବର୍ତ୍ତୀ…

ଟେଷ୍ଟ ଅବସରରୁ ଫେରିବେ ବିରାଟ କୋହଲି! ଜବାବ ଦେଲା BCCI

ମୁମ୍ବାଇ,୩୦।୧୧: ନିଜ ପ୍ରିୟର ଖେଳାଳି ବିରାଟ କୋହଲିଙ୍କୁ ପୁଣିଥରେ ଟେଷ୍ଟ ମ୍ୟାଚରେ ଦେଖିବାକୁ ଚାହୁଁଛନ୍ତି। ଅନେକ ସୋସିଆଲ ମିଡିଆରେ ଦାବି କରୁଛନ୍ତି କି ବିରାଟ ଅବସର ପ୍ରତ୍ୟାହାର କରି ଟେଷ୍ଟ କ୍ରିକେଟକୁ ଫେରି ଆସନ୍ତୁ। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

ଇତିହାସ ରଚିଲେ ବିରାଟ କୋହଲି: ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡ

ରାଞ୍ଚି,୩୦।୧୧: ଭାରତୀୟ କ୍ରିକେଟର ‘ରନ୍ ମେସିନ୍’ ବିରାଟ କୋହଲି ରବିବାର ପୁଣି ଥରେ ଇତିହାସ ରଚିଛନ୍ତି। ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ସେ ତାଙ୍କ କ୍ୟାରିୟରର ୫୨ତମ ଦିନିକିଆ ଶତକ ହାସଲ କରିଛନ୍ତି। ଏହି ବିଶାଳ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଅଧିନାୟକ ହେବେ ରୋହିତ! ବାଦ୍ ପଡ଼ିଲେ ଗିଲ୍

ମୁମ୍ବାଇ,୧୮।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ନେତୃତ୍ୱ ସଙ୍କଟ ଦେଇ ଗତି କରୁଛି। ନିୟମିତ ଅଧିନାୟକ ଶୁଭମନ ଗିଲ୍ ବେକରେ ଆଘାତ ଯୋଗୁଁ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ…

ବିରାଟ କୋହଲିଙ୍କ ସହ ଆଉ ଏକ ଅନାବଶ୍ୟକ ରେକର୍ଡର ସମକକ୍ଷ ହେଲେ ବାବର ଆଜମ

ନୂଆଦିଲ୍ଲୀ,୧୧।୧୧: ପାକିସ୍ତାନର ଷ୍ଟାର୍ ବ୍ୟାଟର୍ ବାବର ଆଜମ୍‍ଙ୍କ ଖରାପ ଫର୍ମ ଜାରି ରହିଛି। ମଙ୍ଗଳବାର ରାୱଲପିଣ୍ଡିରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ସମୟରେ, ସେ ଶ୍ରୀଲଙ୍କା ସ୍ପିନର୍ ୱାନିନ୍ଦୁ ହସରଙ୍ଗାଙ୍କ ଏକ ଚମତ୍କାର ବଲରେ ଆଉଟ୍ ହୋଇଥିଲେ। ପାକିସ୍ତାନ ଇନିଂସ୍‍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri