କୁକିଜ୍ ବିକୁଥିବା ବ୍ୟକ୍ତିଙ୍କ ଆୟ ଶୁଣିଲେ ଉଡ଼ିଯିବ ହୋଶ୍: କେଇଟା ମାସରେ କିଣିଦେେଲେ ଫର୍ଚୁନର କାର୍! ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ କୁକିଜ୍ ବିକୁଥିବା ନଜର ଆସିଛନ୍ତି। ଭିଡିଓରେ ଏକ ଫୁଡ୍ ବ୍ଲଗର୍ ଏହି କୁକିଜ୍ ବିକୁଥିବା ବିକ୍ରେତାଙ୍କ ନିକଟକୁ ଆସନ୍ତି ଏବଂ ତାଙ୍କୁ କୁହନ୍ତି...