Tag Archives: viral news

ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର

ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାର ପ୍ରାଚୀରରେ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଘୋଷଣା ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ,…

ହାତ ଛାଡ଼ି ବୁଲେଟ୍‌ ଚଲାଉଥିଲେ ଯୁବତୀ: ପୋଲିସ କାଟିଲା ଏତିକି ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୪: ସୋସିଆଲ ମିଡିଆରେ ଭାଇରାଲ ହେବାର କ୍ରେଜ ଦିନକୁ ଦିନ ଲୋକଙ୍କ ପାଇଁ ବୋଝ ହୋଇପଡୁଛି। ଅନେକ ଲୋକ ଅଛନ୍ତି ଯେଉଁମାନେ ଭାଇରାଲ ହେବା ପାଇଁ ସବୁ ସୀମା ଅତିକ୍ରମ କରିବାକୁ ପଛାଉନାହାନ୍ତି। ରାସ୍ତାରେ ଅଶ୍ଳୀଳତା ଏବଂ ବିପଦପୂର୍ଣ୍ଣ ଷ୍ଟଣ୍ଟଗୁଡ଼ିକର ଭିଡିଓ…

ଦିନେ ୫୮ ଘଣ୍ଟା ‘Kiss’ ଦେଇ କରିଥିଲେ ରେକର୍ଡ: ଏବେ ଛାଡ଼ପତ୍ର ନେଉଛନ୍ତି ଏହି ଦମ୍ପତ୍ତି

୨୦୧୩ ମସିହାରେ ସବୁଠାରୁ ଲମ୍ବା ଚୁମ୍ବନ ପାଇଁ ଗିନିଜ ୱାଲର୍‌ଡ ରେକର୍ଡ ସୃଷ୍ଟି କରିଥିବା ଥାଇଲାଣ୍ଡ ଦମ୍ପତି ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏକ୍କାଚାଇ ତିରାନାରଟ ଏବଂ ତାଙ୍କ ପତ୍ନୀ ଲକ୍ଷଣା ୫୮ ଘଣ୍ଟା, ୩୫ ମିନିଟ ଏବଂ ୫୮…

Video: ଶାଢି ପିନ୍ଧି ଶୁଖିଲା ଗଛ ଉପରେ ଚଢିଗଲେ ଝିଅ: ତା’ପରେ ଯାହା କହିଲେ ସମସ୍ତେ କରିବେ ବାଃ ବାଃ;ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଆଉ କିଛି ଭିଡିଓ ମଧ୍ୟ ଶିକ୍ଷଣୀୟ ହୋଇଥାଏ। ନିକଟରେ ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓରେ, ହଳଦିଆ ଶାଢ଼ି…

ଭ୍ରମଣର ମାରାତ୍ମକ ସଉକ! ୧୦ ଦିନ ପର୍ଯ୍ୟନ୍ତ କେବଳ ଟୁଥପେଷ୍ଟ ଖାଇ ନିଜ ଜୀବନ ବଞ୍ଚାଇଲେ ଏହି ଯୁବକ

ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ପାହାଡ଼ରେ ବୁଲୁବୁଲୁ ହଜିଯାଇଥିଲେ। ୧୦ ଦିନ ପର୍ଯ୍ୟନ୍ତ କେବଳ ଟୁଥପେଷ୍ଟ ଖାଇ ନିଜ ଭୋକ ମେଣ୍ଟାଇଥିଲେ। ଏହି ଘଟଣାଟି ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ୧୮ ବର୍ଷୀୟ ଯୁବକ…

ସ୍ତ୍ରୀ କି ଗର୍ଲଫ୍ରେଣ୍ଡ ନୁହେଁ, କଣ୍ଢେଇ ସହିତ ରହିବାକୁ ପସନ୍ଦ କରନ୍ତି ଏହି ଲୋକ, ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଜାପାନ ବିଶ୍ୱରେ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାବରେ ଜଣାଶୁଣା। ଯେଉଁ ଦେଶକୁ ବୁଲେଟ ଟ୍ରେନର ଜନକ କୁହାଯାଏ। ହେଲେ ପ୍ରାୟତଃ ପରିସ୍ଥିତି ଯେପରି ଦେଖାଯାଏ, ତାହା ସେପରି ହୋଇନଥାଏ। କଥାରେ ଅଛି ‘ଚମକୁଥିବା ସବୁକିଛି ସୁନା ନୁହେଁ’।…

କିଡନୀ ବିକି ଟଙ୍କା ରଖିଥିଲେ ସ୍ବାମୀ, ବୟଫ୍ରେଣ୍ଡ୍‌ଙ୍କ ସହ ଟଙ୍କା ନେଇ ଛୁ’ ସ୍ତ୍ରୀ

ଜଣେ ବ୍ୟକ୍ତି ନିଜ ପରିବାର ପ୍ରତିପୋଷଣ ପାଇଁ ଦିନରାତି କଠିନ ପରିଶ୍ରମ କରେ। ଯଦି ଏହି କଠିନ ପରିଶ୍ରମ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ନୁହେଁ, ତେବେ ଅନେକ ସମୟରେ ଲୋକମାନେ ଏପରି ପଦକ୍ଷେପ ନିଅନ୍ତି ଯାହା ବିଷୟରେ ଜାଣି ସମସ୍ତେ…

ରିକ୍ସା ଚାଳକଙ୍କ ଇଂରାଜୀ ଶୁଣି ବିଦେଶୀ ପର୍ଯ୍ୟଟକ ଆଶ୍ଚର୍ଯ୍ୟ: ଭାଇରାଲ୍‌ ହେଉଛି ଭିଡିଓ

ନିକଟରେ ସୋସିଆଲ ମିଡିଆରେ ଜଣେ ରିକ୍ସା ଚାଳକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଇଂରାଜୀରେ ବିଦେଶୀ ପର୍ଯ୍ୟଟକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ରିକ୍ସା ଚାଳକ ପର୍ଯ୍ୟଟକଙ୍କୁ ଜାମା ମସଜିଦ ପରିଦର୍ଶନ କରିବାକୁ ଯାଉଛନ୍ତି…

ମହିଳାଙ୍କ ହେୟାର ଷ୍ଟାଇଲ ମୁଣ୍ଡରେ ଦେବେ ହାତ, ଭିଡିଓ ଦେଖିଲେ ହୋସ ଉଡିଯିବ…

ମଣିଷର ଲୁକକୁ ପ୍ରଭାବଶାଳୀ କରିବାରେ କେଶ ବହୁତ ସାହାଯ୍ୟ କରିଥାଏ। ସେଥିପାଇଁ ଲୋକମାନେ ନିଜ ମୁହଁ ଓ ଚେହେରା ଅନୁଯାୟୀ କେଶ ରଖନ୍ତି। କିଛି ଲୋକ ଲମ୍ବା କେଶ ରଖିବାକୁ ଭଲ ପାଆନ୍ତି ତ କିଛି ଲୋକ ଛୋଟ କେଶ ରଖନ୍ତି…

ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ରାସ୍ତାରେ ନାଚିଲେ ପୁନିତ ସୁପରଷ୍ଟାର, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଅଭିନୟ କରି ଲକ୍ଷ ଲକ୍ଷ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପୁନିତ ସୁପରଷ୍ଟାର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପୁନିତଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଗୁଡିକରେ ପୁନିତ ଲୋକଙ୍କୁ ହସାଇବା…

ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ ପରେ ବ୍ରେକ୍‌ଅପ୍‌ କରିଦେଲେ ଗର୍ଲଫ୍ରେଣ୍ଡ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଦୃଦୟ ବିଦାରକ ଭିଡିଓ

ପ୍ରାୟତଃ ହୃଦୟ ଭାଙ୍ଗିଗଲେ ଲୋକମାନେ ଭୁଲ ପଦକ୍ଷେପ ନିଅନ୍ତି। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ପ୍ରେମୀ ଯୁଗଳ ସବୁଦିନ ପାଇଁ ଅଲଗା ହୋଇ ଯାଉଛନ୍ତି। ଏହା ପରେ ଯୁବକ ଏପରି…

ପ୍ରବଳ କାନ୍ଦୁଥିଲା ନବଜାତକ, ମା’ଙ୍କ ଚୁମ୍ବନ ପାଇବା ପରେ…ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ

ମା’ ହେଉଛି ସନ୍ତାନର ଅତି ନିକଟତର। ମା’ ପିଲାଟିର ପ୍ରତ୍ୟେକ ଭାବନାକୁ ବୁଝିପାରେ। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମା’ ତାଙ୍କ ନବଜାତ ଶିଶୁକୁ ଚୁମ୍ବନ ଦିଅନ୍ତି ଏବଂ ପିଲାଟି କାନ୍ଦିବା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?