Tag Archives: Villagers

ଗ୍ରାମବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଅତିରିକ୍ତ ଏସ୍‌ପି, ସରପଞ୍ଚ କହିଲେ…

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତରୁ କିଛିଦିନ ତଳେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ ଆଣି ପରେ ଛାଡ଼ିଦେଇଥିଲା। ସୋମବାର ସକାଳୁ କୁଶମେଲ ସରପଞ୍ଚ କୌସ୍ତୁଭ...

ଗାଁ ନିକଟରେ ବୁଲୁଛି ବାଘ, ସିସିଟିଭିରେ କଏଦ ହେବା ପରେ…

ଜି.ଉଦୟଗିରି,୧୦ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତାବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା...

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକଙ୍କୁ ମିଳୁନି ପାଣି

କର୍ଲାମୁଣ୍ଡା,୯ା୧(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ନିମନ୍ତେ ବିଭନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଥିଲେ ହେଁ, ଯୋଜନାଗୁଡ଼ିକ ଠିକ୍‌ ସମୟରେ ସମ୍ପୂର୍ଣ୍ଣ ହେଇ ପାରୁ ନ...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଆତଙ୍କ ଖେଳାଉଛନ୍ତି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪ ଅଜଣା ବ୍ୟକ୍ତି ଗ୍ରାମରେ ଦୁଇ ବାଇକ୍‌ରେ ଏଣେ ତେଣେ ବୁଲୁଥିବା ଦେଖି ଲୋକମାନେ...

ଶୁଣିଲାନି ପ୍ରଶାସନ: କୋଡ଼ି କୋଦାଳ ଧରି ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ, ସରକାରଙ୍କୁ ଚେତାବନୀ ଦେଇ କହିଲେ…

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ପଞ୍ଚାୟତ କାର୍ଯ୍ୟାଳୟଠାରୁ ଜିଲା ପ୍ରଶାସନ କେହି ଗୁହାରି ଶୁଣିଲେନି କି ରାସ୍ତା ସମ୍ପ୍ରସାରଣ କିମ୍ବା ମରାମତି କଲେନି। ଶେଷରେ ଗାଁ ଲୋକ ବୈଠକ କରି ନିଷ୍ପତ୍ତି ନେଲେ ଆମ ଗାଁ କାମ ଆମେ କରିବୁ। ସମସ୍ତେ କୋଡ଼ି,...

ଦୀର୍ଘବର୍ଷ ପରେ ଗାଁ ଲୋକ ଦେଖିବାକୁ ପାଇଲେ କଂକ୍ରିଟ୍‌ ରାସ୍ତା, ଖେଳିଗଲା ଆନନ୍ଦ

ଧର୍ମଶାଳା,୨୫ା୧୦(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଉତ୍ତରପ୍ରତାପ ପଞ୍ଚାୟତର ଜଳେଶ୍ୱରପୁର ଗାଁରେ ସ୍ବାଧୀନତାର ଦୀର୍ଘବର୍ଷ ପରେ ନୂଆ କରି କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଲୋକେ ବେଶ୍‌ ଆନନ୍ଦିତ ହୋଇଛନ୍ତି। କହିଛନ୍ତି,...

ଶୁଖିଲା ଗଛର ଗଣ୍ଡି ପଡ଼ି ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡ଼ିବସିଲେ ଗ୍ରାମବାସୀ

ମୋହନା,୨୩ା୧୦(ମନ୍ମଥ ମିଶ୍ର): ବୁଧବାର ସାଙ୍ଗମାନଙ୍କ ସହ ବିଲକୁ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଏକ ବିରାଟକାୟ ଶୁଖିଲା ଆମ୍ବଗଛର ଶାଖାରୁ ଏକ ଗଣ୍ଡି ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର କ୍ଷତିପୂରଣ ଦାବି ନେଇ ରାମଗିରି ହାଟପଦାସ୍ଥିତ ଗାନ୍ଧୀ ଛକଠାରେ...

ବିପର୍ଯ୍ୟୟ ମୁକାବିଲା ପାଇଁ ଏକାଠି ହେଲେ ଗ୍ରାମବାସୀ, ସୁରକ୍ଷିତ ରହିବାକୁ ନେଲେ ଏମିତି ପଦକ୍ଷେପ

ଦାରିଙ୍ଗବାଡ଼ି,୨୩ା୧୦(ଅରୁଣ ସାହୁ): ବନ୍ୟା-ବାତ୍ୟା ଭଳି ବିପର୍ଯ୍ୟୟ ଲୋକଙ୍କ ଧନଜୀବନ ଉପରେ କୁପ୍ରଭାବ ପକାଇଛି। ଅନେକ ସ୍ଥାନରେ ବର୍ଷା ହେବା କ୍ଷଣି ଭୂସ୍ଖଳନ ଭଳି ବିପର୍ଯ୍ୟୟ ଏବେ ଚିନ୍ତାର କାରଣ ସାଜିଛି। ଏବେ ବିପଦ ସମୟରେ କିଭଳି ମୁକାବିଲା କରାଯିବ ବିଶେଷ...

ଶୁଣିଲାନି ପ୍ରଶାସନ, ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ୮ ଖଣ୍ଡ ଗାଁର ଲୋକେ, ଚେତାବନୀ ଦେଇ କହିଲେ…

ଥୁଆମୂଳ ରାମପୁର,୩୦ା୮(ଦୁର୍ଗା କୀର୍ତ୍ତି): ବାରମ୍ବାର ଦାବି ସତ୍ତ୍ୱେ ଶୁଣିଲାନି ପ୍ରଶାସନ । ଶେଷରେ ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ୮ ଖଣ୍ଡ ଗାଁର ଲୋକେ। ଗାଁରର ସମସ୍ତ ପୁରୁଷ ଏବଂ ଯୁବକ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ...

ପିଲା ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କାବୁକଲେ ଗ୍ରାମବାସୀ

ଆନନ୍ଦପୁର,୮ା୮(ସୁଶାନ୍ତ କୁମାର ସାହୁ): ପିଲା ଚୋରି ସନ୍ଦେହ କରି ଜଣେ ଯୁବକଙ୍କୁ ଅଟକ ରଖି ପୋଲିସର ଜିମା ଦେଲେ ଗ୍ରାମବାସୀ। କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନୂଆଗାଁ ଏବଂ ଖଲଣା ଗାଁରେ ପିଲା ଚୋରିକୁ ନେଇ ଏକ ଗୁଜବ ପ୍ରଚାର...

ସରକାରୀ ଜମିରୁ ଉଚ୍ଛେଦ, ଝରିଗାଁରେ ଅଶାନ୍ତର ବାତାବରଣ

ଝରିଗାଁ,୨୨ା୬(କିଶୋର ଚନ୍ଦ୍ର ମଣ୍ଡଳ): ୪୦ରୁ ୫୦ବର୍ଷ ଧରି ଲୋକେ ନିଜ ନିଜ ଅଞ୍ଚଳରେ ଘର କରି ପେଟପାଟଣା ପାଇଁ ବ୍ୟବସାୟ କରି ଚଳି ଆସୁଥିବା ବେଳେ ଉକ୍ତ ବ୍ୟବହାର କରିଥିବା ଜମିକୁ ସରକାର ପଟ୍ଟା ଦେବାରେ ଅସମର୍ଥ ରହିଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri