Tag Archives: video viral

ଲଣ୍ଡନରେ ଯାତ୍ରୀବାହୀ ଟ୍ରେନ୍‌କୁ ରୋକିଦେଲା ଗୋଟିଏ ହଂସ, ହଟାଇବାକୁ ବି ଡରିଲେ ଲୋକେ; କାରଣ ଜାଣିଲେ…

ସାଧାରଣତଃ ଯାତ୍ରା ସମୟରେ ଲୋକେ ଚେନ୍‌କୁ ଟାଣି ଟ୍ରେନ୍‌ ରୋକିଦେଇଥାନ୍ତି। ହେଲେ ଏବେ ଚକିତ କଲାଭଳି ଘଟଣାକ୍ରମରେ ହଂସଟିଏ ଯାତ୍ରୀଭର୍ତ୍ତୀ ଟ୍ରେନ୍‌କୁ ରୋକି ଚର୍ଚ୍ଚାକୁ ଆସିଛି। ଅଜବ ଲାଗିଲେ ହେଁ କଥାଟି ସତ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେଉଛି।…

ଓଡ଼ିଶାରୁ ଆସିଲା ଭୟାନକ ଦୁର୍ଘଟଣାର ଭିଡିଓ: ନିଆଁରେ ବାଇକ୍‌କୁ ୨ କିଲୋମିଟର ଘୋଷାଡି ନେଲା କାର୍‌

ପ୍ରତ୍ୟକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉ ଥିବାବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ଓଡ଼ିଶାର ଭୁବନେଶ୍ୱରରୁ ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ କାର…

ସ୍କୁଲରେ ବନ୍ଧୁଙ୍କ ସହ ନିର୍ବନ୍ଧ କଲେ ୪ ବର୍ଷର ବାଳକ: ଉପହାର ଦେଲେ ଏମିତି କିଛି, ମାତାପିତାଙ୍କ ଉଡିଗଲା ହୋଶ୍‌

ସାଧାରଣତଃ ପିଲାମାନେ ବହୁତ ସରଳ ଏବଂ ନିଷ୍କପଟ ହୋଇଥାନ୍ତି। ସେମାନଙ୍କ ମନରେ କାହା ପାଇଁ ପ୍ରତାରଣା ନ ଥାଏ। କିନ୍ତୁ ଅନେକ ଥର ପିଲାମାନଙ୍କର ଏହି ସରଳତା ମାତାପିତାଙ୍କ ପାଇଁ ମହଙ୍ଗା ପଡିଯାଏ। ଚାଇନାରେ ହୋଇଥିବା ଏକ ଘଟଣାରେ ଏକ ଛୋଟ…

ଚଳନ୍ତା କାର୍‌ରୁ ହଠାତ୍‌ ଉଠି ନାଚିଲେ ଯୁବତୀ: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାଙ୍ଗମାନଙ୍କ ସହିତ ଏକ ଲମ୍ବା ଡ୍ରାଇଭରେ ଯିବା ମଜା ଅଲଗା। ଲୋକମାନେ ପ୍ରାୟତଃ ନିଜ ମ୍ୟୁଜିକ୍‌ ବଜାଇ ଗାଡି ଚଳାଉଥିବାର ଦେଖାଯାଏ। ଏହି ସମୟ ମଧ୍ୟରେ କେହି କେହି କାରରେ ବସି ନାଚିବା ଆରମ୍ଭ କରନ୍ତି। ଏହିପରି ଲୋକଙ୍କ ଭିଡିଓ ଏବଂ…

ଦିଲ୍ଲୀ ମେଟ୍ରୋ  ଟ୍ରେନ୍‌ରେ  ଚୁଟି ଘୋଷଡ଼ା ଘୋଷଡ଼ି ହୋଇ  ମରାମରି  ହେଲେ ମହିଳା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ କିଛିନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ୩ ଜଣ ମହିଳା ନିଜ ନିଜ ଭିତରେ ଚୁଟି ଘୋଷଡ଼ା ଘୋଷଡ଼ି ହୋଇ ମାରପିଟ୍‌ କରୁଛନ୍ତି। ଭିଡିଓରେ…

୧୩.୩ ସେକେଣ୍ଡରେ ୧୦ ହଳ ଅନ୍ତଃବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି

ସୋସିଆଲ ମିଡିଆରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଭିଡିଓଗୁଡ଼ିକ ଭାଇରାଲ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବିଷୟରେ ଅନେକ ଆଲୋଚନା ହେଉଛି। ନିକୋଲାସ ମ୍ୟାନିଂ ନାମକ ଜଣେ ବ୍ୟକ୍ତି ୧୩.୩ ସେକେଣ୍ଡରେ ୧୦ ହଳ ଅନ୍ତଃବସ୍ତ୍ର ପିନ୍ଧି ଏକ…

‘ଜମାଲ କୁଡୁ’ ଗୀତରେ ମୁଣ୍ଡରେ ଗ୍ଲାସ୍‌ ରଖି ଏମିତି ବେଲି ଡ୍ୟାନ୍ସ କଲେ ମହିଳା ; ଲୋକେ କହିଲେ ଚମତ୍କାର…ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥାଏ। ଲୋକମାନେ ଏହିପରି ଭିଡିଓଗୁଡିକ ବହୁତ ପସନ୍ଦ କରନ୍ତି। ନିକଟରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଆନିମଲରୁ ଜମାଲ କୁଡୁ ଗୀତ ଏବେ ଟ୍ରେଣ୍ଡିଂରେ ଚାଲିଛି। ଏହି ଗୀତର ଅନେକ ଭିଡିଓ ଭାଇରାଲ ହୋଇଛି।…

ଚ୍ଛମକୋ ଚ୍ଛଲୋ ଗୀତରେ ଏମିତି ଡ୍ୟାନ୍ସ କଲେ ଭାଉଜ: ଅଙ୍ଗଭଙ୍ଗୀ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆ ବେବେଳେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କୁ ରାରାତି ଷ୍ଟାର କରିଦିଏ। ନିକଟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଶାହାରୁଖ ଖାନଙ୍କ ଫିଲ୍ମ ରାବଣର ଚ୍ଛମକୋ ଚ୍ଛଲୋ ଗୀତରେ…

ପ୍ରି-ଓ୍ବେଡିଂ ଫଟୋଶୁଟ କରୁଥିଲେ ଭାବି ସ୍ତ୍ରୀ-ସ୍ବାମୀ, ଆସିଲା ସାପ: ଆଉ ତା’ପରେ ଘଟିଲା..ଦେଖନ୍ତୁ ଭିଡ଼ିଓ

ଆଜିକାଲି ପ୍ରି-ଓ୍ବେଡିଂ ଫଟୋଶୁଟ ସାଧାରଣ କଥା ହୋଇଗଲାଣି। ବିବାହ ପୂର୍ବରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଶୈଳୀରେ ଫଟୋଶୁଟ୍‌ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଭାବି ସ୍ତ୍ରୀ-ସ୍ବାମୀ। ଏଥିପାଇଁ କେହି କେହି ଖୋଲା ସ୍ଥାନକୁ, କେହି ଜଣେ ମନ୍ଦିରକୁ, କେହି କେହି ତାଜମହଲ…

କେଶରେ ଖୋଲିଦେଲେ ବିୟର ବୋତଲ: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କିଛି ମହିଳା ନିଜ ଲମ୍ବା କେଶରେ ବିୟର ବୋତଲ ଖୋଲୁଥିବାର ନଜର ଆସିଛନ୍ତି। ଲୋକମାନେ ଏହା ଦେଖି ବହୁତ…

ଷଣ୍ଢ ସହ ପଙ୍ଗା ନେବା ବ୍ୟକ୍ତିଙ୍କୁ ପଡ଼ିଲା ଭାରି: ପାଇଲେ ପାନେ, ଦେଖନ୍ତୁ ଭିଡ଼ିଓ

ପଶୁମାନଙ୍କ ସହ ଅନାବଶ୍ୟକ ଭାବରେ ଲାଗିଲେ, ସେମାନେ ରାଗିଯାଇ ଏହାର ପ୍ରତିଶୋଧ ନିଅନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଷଣ୍ଢ…

ପ୍ରବଳ କାନ୍ଦୁଥିଲା ନବଜାତକ, ମା’ଙ୍କ ଚୁମ୍ବନ ପାଇବା ପରେ…ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ

ମା’ ହେଉଛି ସନ୍ତାନର ଅତି ନିକଟତର। ମା’ ପିଲାଟିର ପ୍ରତ୍ୟେକ ଭାବନାକୁ ବୁଝିପାରେ। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମା’ ତାଙ୍କ ନବଜାତ ଶିଶୁକୁ ଚୁମ୍ବନ ଦିଅନ୍ତି ଏବଂ ପିଲାଟି କାନ୍ଦିବା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?