କିଛି ସମୟରେ ଭାଜପା କରିବ ବଡ଼ ଘୋଷଣା! ଉପରାଷ୍ଟ୍ରପତି ହେବେ… ନୂଆଦିଲ୍ଲୀ, ୧୭।୮: ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଅଚାନକ ଇସ୍ତଫା ପରେ ଆବଶ୍ୟକ ହୋଇଛି। ଜଗଦୀପ ଧନଖର ଗତ ଜୁଲାଇ ୨୧...