Tag Archives: Vaibhav Suryavanshi

ବୈଭବ ସୂର୍ଯ୍ୟବଂଶୀ ମିଳିଲା ଚେତାବନୀ: ଭାରତ ଫେରିଲେ ହେବ ଯାଞ୍ଚ୍‌

ନୂଆଦିଲ୍ଲୀ,୭।୧୦:ଭାରତର ୧୯ ବର୍ଷରୁ କମ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଏଠାରେ ଯୁବ ଖେଳାଳିମାନେ ସେମାନଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏବେ ସେ…

୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ, ଅଷ୍ଟ୍ରେଲିଆ ବିପକ୍ଷରେ ୭୮ ବଲରେ ୧୧୩ ରନ

ବ୍ରିସବେନ୍‌,୧।୧୦: ମାତ୍ର ୧୪ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସର ତାରକା ବୈଭବ ସୂର୍ଯ୍ୟବଂଶୀ ଅଷ୍ଟ୍ରେଲିଆ ବିପକ୍ଷେ ଯୁବ ଟେଷ୍ଟରେ ୭୮ ବଲରେ ଶତକ ହାସଲ କରି ବିଶ୍ୱ କ୍ରିକେଟକୁ ଚମକାଇ ଦେଇଛନ୍ତି। ବ୍ରିସବେନ୍‌ର ଇଆନ ହିଲି ଓଭାଲରେ ସେ ୮୬ ବଲରେ…

ପ୍ରେମରେ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବିବେଚନା କରାଯାଉଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏବେ ଇଂଲଣ୍ଡରେ ଭାରତୀୟ ୧୯ ବର୍ଷରୁ କମ ଏବଂ ଇଂଲଣ୍ଡ ୧୯ ବର୍ଷରୁ କମ ଦଳ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଯୁବ…

୩୪ ବର୍ଷର ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ରଚିଲେ ଇତିହାସ

ଲଣ୍ଡନ,୧୬।୭: ବୈଭବ ସୂର୍ଯ୍ୟବଂଶୀ ପୁଣିଥରେ ଇତିହାସ ରଚିଛନ୍ତି। ଏଥର ସେ ୩୪ ବର୍ଷର ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବାର ସାକ୍ଷୀ ହୋଇଛନ୍ତି। ପୁରୁଷ ସିନିୟର ଏବଂ ମହିଳା ଦଳ ପରି ଭାରତର ୧୯ ବର୍ଷରୁ କମ ଦଳ ମଧ୍ୟ ଇଂଲଣ୍ଡ ଗସ୍ତରେ…

ସୁପରଷ୍ଟାର ପାଲଟିଲେ ବୈଭବ ସୂର୍ଯ୍ୟବଂଶୀ, ୬ ଘଣ୍ଟା ଡ୍ରାଇଭ କରି କ୍ରିକେଟରଙ୍କୁ ଭେଟିବାକୁ ପହଞ୍ଚିଲେ ୨ ଯୁବତୀ

ନୂଆଦିଲ୍ଲୀ,୧୦।୭: ସୋସିଆଲ ମିଡିଆ ଦୁନିଆରେ ଲୋକମାନେ ରାତାରାତି ସୁପରଷ୍ଟାର ହେବାର ଦେଖାଯାଇଛି, କିନ୍ତୁ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜ କଠିନ ପରିଶ୍ରମ ବଳରେ ଦୁନିଆରେ ନିଜର ସ୍ବତନ୍ତ୍ର ଛାପ ସୃଷ୍ଟି କରନ୍ତି। ଏହା କ୍ରିକେଟ ଦୁନିଆରେ ମଧ୍ୟ ଦେଖାଯାଏ। ଆଜିକାଲି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଢିଯାଇଛି ଓଜନ, ଲିଟ୍ଟି-ଚୋଖା ଖାଇବା ସମ୍ପୂର୍ଣ୍ଣ ବନ୍ଦ

ନୂଆଦିଲ୍ଲୀ,୧୭।୬: ମାତ୍ର ୧୪ ବର୍ଷ ବୟସରେ ଆଇପିଏଲ୍ ୨୦୨୫ରେ ରାଜସ୍ଥାନ ରୟାଲ୍ସ ଦଳରେ ସ୍ଥାନ ପାଇଥିବା ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଓଜନ ନେଇ ଏକ ବଡ଼ ଖୁଲାସା ହୋଇଛି। ତାଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ପ୍ରକାଶ କରିଛନ୍ତି ଯେ, ଆଇପିଏଲ୍…

ଚୌକା-ଛକା ବର୍ଷା କଲେ ବୈଭବ: ଇଂଲଣ୍ଡ ଭୟଭୀତ

ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟର ଭବିଷ୍ୟତ କୁହାଯାଉଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଜବରଦସ୍ତ ଫର୍ମରେ ଅଛନ୍ତି। ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରିଥିବା ଏହି ଯୁବ ବାମହାତୀ ଓପନର ଇଂଲଣ୍ଡ ଗସ୍ତ ପୂର୍ବରୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀ…

ବୈଭବ ସୂର୍ଯ୍ୟବଂଶୀଙ୍କ ଫଟୋ ଜଳାଇଦେଲେ, ପୁଣି… ଚମକାଉଛି Video

ନୂଆଦିଲ୍ଲୀ,୩।୬: IPL ୨୦୨୫ ରେ ଛକା ଏବଂ ଚୌକା ବର୍ଷା କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଯାଇଛନ୍ତି। ତାଙ୍କୁ ଚାରିଆଡ଼ୁ ଭଲ ପାଇବା ମିଳୁଛି। ଏହି ସମୟରେ ତାଙ୍କ ଫଟୋ ପୋଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ…

ମୋଦିଙ୍କ ପାଦ ଛୁଇଁଲେ ବୈଭବ: ଖୁସିରେ ପ୍ରଧାନମନ୍ତ୍ରୀ କହିଲେ…

ପାଟନା,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନା ବିମାନବନ୍ଦରରେ ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଛନ୍ତି। ବୈଭବ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ତାଙ୍କ ଆଶୀର୍ବାଦ ନେଇଥିଲେ। ବୈଭବଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଏ ବିଷୟରେ ସୂଚନା…

ହଠାତ୍‌ ଧୋନୀଙ୍କ ପାଦ ଛୁଇଁଲେ ବୈଭବ ସୂର୍ଯ୍ୟବଂଶୀ: ଭିଡିଓ ଭାଇରାଲ୍‌

ଜୟପୁର,୨୧।୫: ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂହ ଧୋନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ IPL 2025 ସିଜିନ ଶେଷ କରିଥିଲେ। ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ରାଜସ୍ଥାନ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମୁହାଁମୁହିଁ…

CBSE ବୋର୍ଡ ପରୀକ୍ଷାରେ ଫେଲ୍‌ ହୋଇଗଲେ ବୈଭବ ସୂର୍ଯ୍ୟବଂଶୀ !

ନୂଆଦିଲ୍ଲୀ,୧୫।୫: ସାରା ଦେଶରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ଘୋଷଣା କରାଯାଉଛି। CBSE ଏବଂ ରାଜ୍ୟ ବୋର୍ଡ ପରୀକ୍ଷାରେ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ସୋସିଆଲ ମିଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଭିନ୍ନ ଖବର ସାମ୍ନାକୁ ଆସିଛି। ରିପୋର୍ଟ…

୩୫ ବଲ୍‌ରେ ଶତକ ହାସଲ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଦେଲେ ମୋଦି

ନୂଆଦିଲ୍ଲୀ,୫।୫: ଆଇପିଏଲରେ ୩୫ ବଲ୍‌ରେ ଶତକ ହାସଲ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ବ୍ୟାଟିଂରେ ସମସ୍ତେ ପ୍ରଭାବିତ। ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ବହୁତ ପ୍ରଶଂସା କରିଛନ୍ତି। ପାଟଲିପୁତ୍ର ଷ୍ଟାଡିୟମରେ ଆୟୋଜିତ ଖେଲୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?