Tag Archives: uttarakhand

ବାଦଲଫଟା ବର୍ଷା ଯୋଗୁ ନୁହେଁ ବରଂ ଏହି କାରଣ ପାଇଁ ଧରାଲିରେ ଆସିଥିଲା ବିନାଶକାରୀ ବନ୍ୟା, ବିଶେଷଜ୍ଞଙ୍କ ବଡ଼ ଦାବି

ଡେରାଡୁନ,୭।୮: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାର ଧରାଲି ଗାଁରେ ଘଟିଥିବା କ୍ଷୟକ୍ଷତିକୁ ପୂର୍ବରୁ ବାଦଲ ଫଟା ବର୍ଷା ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଏବେ ବୈଜ୍ଞାନିକମାନେ ଏହା ଉପରେ ଏକ ବଡ଼ ତଥ୍ୟ ଦେଇଛନ୍ତି। ସେମାନଙ୍କ ମତରେ, ଏହି କ୍ଷୟକ୍ଷତି ବାଦଲ...

ପ୍ରକୃତିର କୋପରେ ହାର ମାନୁଛି ମାନବ, ଦେଖନ୍ତୁ ବାଦଲଫଟା ବର୍ଷାର ଛାତିଥରା ଦୃଶ୍ୟ

ଉତ୍ତରକାଶୀ,୫।୮: ମଙ୍ଗଳବାର, ଅଗଷ୍ଟ ୫, ୨୦୨୫ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ଏକ ବାଦଲ ଫଟା ବର୍ଷା ବନ୍ୟା ସୃଷ୍ଟି କରିଥିଲା। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଉତ୍ତରାଖଣ୍ଡର ଧରାଲି ଅଞ୍ଚଳରେ ବାଦଲ...

ବାଜି ମାରିଲା ଭାଜପା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୧।୮: ଉତ୍ତରାଖଣ୍ଡରେ ଜିଲା ପଞ୍ଚାୟତ ସଦସ୍ୟ ପାଇଁ ୩୫୮ ଆସନ ପାଇଁ କଂଗ୍ରେସ, ଭାଜପା ଏବଂ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି ଏବଂ ୧୦ଟି ଆସନରେ ବିପୁଳ...

Video: ନଦୀରେ ପଶି ରିଲ୍ ଶୁଟିଂ କରୁଥିଲେ ମହିଳା, ପ୍ରବଳ ସ୍ରୋତରେ ଭାସିଗଲେ

ନୂଆଦିଲ୍ଲୀ,୧୬ା୪: ଉତ୍ତରାଖଣ୍ଡରେ ଏକ ରିଲ୍ ସୁଟିଂ କରୁଥିବା ସମୟରେ ଜଣେ ମହିଳା ନଦୀରେ ବୁଡ଼ି ଭାସି ଯାଇଛନ୍ତି। ଯାହା ନେପାଳର ଏକ ପରିବାର ପାଇଁ ଏକ ମଜାଦାର ଛୁଟି ଏକ ଦୁଃଖଦ ଘଟଣାରେ ପରିଣତ ହୋଇଛି। ଉତ୍ତରାକାଶୀରେ ମହିଳା ଜଣକ...

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ୪୭ ଶ୍ରମିକ ଫସି ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ, ୨୮।୨: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଏକ ହିମସ୍ଖଳନ ଘଟି ମାନା ଗାଁରେ ୫୭ ଜଣ ଶ୍ରମିକ ପୋତି ହୋଇଥିବା ସୂଚନା ମିଳିଛି। ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।...

ଡେରାଡୁନରେ ଭୟଙ୍କର ଦୁର୍ଘଟଣା: ଏକାସଙ୍ଗେ ଚାଲିଗଲା ୬ ଜୀବନ, କାର୍‌ ଛିନ୍‌ଛତ୍ର

ନୂଆଦିଲ୍ଲୀ,୧୨।୧୧: ସୋମବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ତିନି ପୁଅ ଏବଂ ତିନି ଝିଅ ଅଛନ୍ତି।...

ଅଯୋଧ୍ୟା ପରେ ଏବେ ବଦ୍ରିନାଥ ଆସନରୁ ହାରିଲା ଭାଜପା

ନୂଆଦିଲ୍ଲୀ, ୧୩।୦୭: ଅଯୋଧ୍ୟା ଆସନ ହରାଇ ଚର୍ଚ୍ଚାରେ ଥିବା ଭାରତୀୟ ଜନତା ପାର୍ଟି ଆଉ ଗୋଟିଏ ଧାର୍ମିକ ସ୍ଥଳ ଆସନ ହରାଇ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଭାଜପା ଉତ୍ତରାଖଣ୍ଡରେ ହୋଇଥିବା ଉପ-ନିର୍ବାଚନରେ ବଦ୍ରିନାଥ ଆସନ ହରାଇଛି ।...

ଥମୁନି ଜଙ୍ଗଲ ନିଆଁ: ୫ ମୃତ, ୧୦୦୦ରୁ ଅଧିକ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ

ଡେରାଡୁନ୍‌,୬ା୫: ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ଘଟଣା ବନ୍ଦ ହେଉନାହିଁ। ଆଲମୋରା ଏବଂ ବାଗେଶ୍ୱର ସମେତ ଅନେକ ଜିଲାରେ ଜଙ୍ଗଲ ଜଳୁଛି। ଏହି ପରିପ୍ରେକ୍ଷୀରେ, ଆଲମୋରା ଜିଲାର ଜଙ୍ଗଲରେ ନିଆଁ ଲାଗିବା ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ୧୦ଟି ଜଙ୍ଗଲରେ...

ମଦ୍ରାସା ଭଙ୍ଗାକୁ ନେଇ ଜଳୁଛି ହଲଦ୍ୱାନି: ୬ ମୃତ, ୧୦୦ ଆହତ, ଇଣ୍ଟରନେଟ୍‌ ସେବା ବନ୍ଦ

ହଲଦ୍ୱାନି,୯।୨:ଉତ୍ତରାଖଣ୍ଡର ହଲଦ୍ୱାନିରେ ପ୍ରଶାସନ ପକ୍ଷରୁ ଗୁରୁବାର ଏକ ବେଆଇନ ମଦ୍ରାସାକୁ ଭାଙ୍ଗିଦିଆଯିବାରୁ ବ୍ୟାପକ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଟେକାମାଡ଼ କରିବା ସହ ବହୁ ଗାଡ଼ି ପୋଡ଼ିଦେଇଛନ୍ତି। ଏହି ଆକ୍ରମଣରେ ୬ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି।...

ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା: ୧୭ ଦିନର ଅପରେସନ ପରେ ମିଳିଲା ସଫଳତା, ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଅଣାଗଲା

ନୂଆଦିଲ୍ଲୀ,୨୭ା୧୧: ଦୀର୍ଘ ୧୭ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଉତ୍ତରାଖଣ୍ଡ ସିଲକ୍ୟାରୀ ଟନେଲରୁ ବାହାରୁଛନ୍ତି ଫସିଥିବା ୪୧ ଶ୍ରମିକ। ପ୍ରଥମ ପର୍ଯ୍ୟାୟରେ ୫ ଜଣ ଶ୍ରମିକଙ୍କୁ ପାଇପ ବାଟଦେଇ ବାହାରକୁ ଅଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଶ୍ରମୀକଙ୍କୁ ବାହାରକୁ...

ପଞ୍ଚମ ଦିନରେ ପହଞ୍ଚିଲା ଉତ୍ତରକାଶି ଟନେଲ ଉଦ୍ଧାରକାର୍ଯ୍ୟ, ଥାଇଲାଣ୍ଡ ବିଶେଷଜ୍ଞଙ୍କ ସହିତ ଚାଲିଛି ପରାମର୍ଶ

ନୂଆଦିଲ୍ଲୀ, ୧୬ା୧୧: ଉତ୍ତରକାଶି ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ ପଞ୍ଚମ ଦିନରେ ପହଞ୍ଚିଛି। କେନ୍ଦ୍ରମନ୍ତ୍ରୀ ଭିକେ. ସିଂହ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆଉ ଦୁଇରୁ ତିନି ଦିନ ଲାଗିବ ବୋଲି କହିଛନ୍ତି। ସଡକ ପରିବହନ ଏବଂ ରାଜପଥ ବିଭାଗର...

ଉତ୍ତରାକାଶି ଟନେଲ ଦୁର୍ଘଟଣା: ଭୂସ୍ଖଳନ ବଢ଼ାଇଲା ସମସ୍ୟା, ୭୦ ଘଣ୍ଟାରୁ ଅଧିକ ସମୟ ହେଲା ଫସି ରହିଛନ୍ତି ୪୦ ଶ୍ରମିକ

ନୂଆଦିଲ୍ଲୀ, ୧୫।୧୧: ଉତ୍ତରାକାଶି ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର ଜାରି ରହିଛି। ଏହି ଟନେଲରୁ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ୭୦ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ଧାର କାର‌୍ୟ୍ୟ ଚାଲିଛି। ତେବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri