Uttam Mohnaty: ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି ଭୁବନେଶ୍ୱର,୨୮ା୨: ୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା ହେଉଛି ‘ନୟା ଜହର’, ଯାହା ୧୯୯୧ରେ ରିଲିଜ ହୋଇଥିଲା। ନୟା ଜହର ହେଉଛି...