US-Venezuela Military: ଯଦି ଆମେରିକା ସହ ଯୁଦ୍ଧ ହୁଏ ତେବେ କେତେଦିନ ତିଷ୍ଠି ପାରିବ ଭେନେଜୁଏଲା, ଜାଣନ୍ତୁ ଉଭୟ ଦେଶର… ଓ୍ବାଶିଂଟନ,୪।୧: ଆମେରିକା ଭେନେଜୁଏଲାରେ ସାମରିକ ଆକ୍ରମଣ ଆରମ୍ଭ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା। ଏହି ଅପରେଶନ ଆମେରିକାର ଏଲିଟ ଡେଲ୍ଟା ଫୋର୍ସ ଦ୍ୱାରା କରାଯାଇଥିଲା। ଏହି ଘଟଣା ପରେ, ଯଦି ଏହି ସଂଘର୍ଷ...