ଏମିତି ନିଆଁ ଲଗାଇଲା ଆମେରିକା: ଚାପରେ ଅଛନ୍ତି ବିଶ୍ୱର ସବୁଠୁ ୨ ଖୁସିର ଦେଶ ଓ୍ବାଶିଂଟନ୍,୨୨।୧: ସାରା ବିଶ୍ୱରେ ଖୁସି ଦେଶର ତାଲିକାରେ ନରୱେ ଏବଂ ଡେନମାର୍କ ତାଲିକାର ଶୀର୍ଷରେ ଥାଆନ୍ତି। ବର୍ତ୍ତମାନ ଉଭୟ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୋଗୁ ଚାପରେ ଅଛନ୍ତି। ଗ୍ରୀନଲାଣ୍ଡର ଅସ୍ତିତ୍ୱ ଯୋଗୁ ଡେନମାର୍କ ନିଜର ସାର୍ବଭୌମତ୍ୱ ହରାଇବାକୁ ଭୟ…