ବାଉଳା ହେଉଛନ୍ତି ବାଇଡେନ; ଜେଲେନସ୍କିଙ୍କୁ ‘ପୁଟିନ’, କମଲା ହାରିସଙ୍କୁ ‘ଟ୍ରମ୍ପ’ ସମ୍ବୋଧନ କଲେ
ନୂଆଦିଲ୍ଲୀ,୧୨ା୭: ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ ଅନେକ ସ୍ଥାନରେ ଲୋକହସା ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ନାଟୋ ବୈଠକ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ”ରାଷ୍ଟ୍ରପତି ପୁଟିନ” ଏବଂ ଖବରଦାତା ସମ୍ମିଳନୀରେ କମଳା ହାରିସଙ୍କୁ ”ଟ୍ରମ୍ପ” ବୋଲି ସମ୍ବୋଧନ କରିଥିଲେ।…

