ପୁଟିନଙ୍କ ବିରୋଧରେ ଟ୍ରମ୍ପଙ୍କ ବଡ଼ ଆକ୍ସନ! ରୁଷିଆର ୨ ତୈଳ କମ୍ପାନୀ ଉପରେ ବ୍ୟାନ୍, ଜାଣନ୍ତୁ ଭାରତ ଉପରେ…
ଓ୍ବାଶିଂଟନ,୨୩।୧୦: ଆମେରିକା ଏବଂ ରୁଷିଆ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବୁଧବାର (୨୨ ଅକ୍ଟୋବର) ସେ ଦୁଇଟି ପ୍ରମୁଖ ରୁଷୀୟ ତୈଳ କମ୍ପାନୀକୁ ନିଷେଧ କରିଛନ୍ତି।...
ଭାରତକୁ ଛାଡ଼ିବେନି ଟ୍ରମ୍ପ: ସରିଲା ଡେଟ୍ଲାଇନ୍, ୨୭ ଅଗଷ୍ଟ ରାତି ୧୨.୦୧ରୁ …
ନୂଆଦିଲ୍ଲୀ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ନୋଟିସ ଜାରି କରିଛନ୍ତି। କୁହାଯାଇଛି ଯେ, ନୂତନ ଟାରିଫ୍ ବ୍ୟବସ୍ଥା ୨୭ ଅଗଷ୍ଟ ରାତି ୧୨.୦୧ରୁ ଲାଗୁ ହେବ। ଟ୍ରମ୍ପ ଏବଂ ଭାରତ...
ଭାରତ ତିଆରି କଲା ଏମିତି ବିନାଶକାରୀ ମିଶାଇଲ୍: ସାରା ବିଶ୍ୱ ଥରହର, ପଛରେ ରହିଗଲେ ଚାଇନା-ଆମେରିକା
ନୂଆଦିଲ୍ଲୀ,୧୭।୭: ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ସମ୍ପ୍ରତି ବିକଶିତ ନୂତନ ଅସ୍ତ୍ର କେବଳ ବୈଷୟିକ ଦୃଷ୍ଟିକୋଣରୁ ନୁହେଁ ବରଂ ରଣନୈତିକ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମିଶାଇଲ୍ର ନାମ ଗାଣ୍ଡିବ ରଖାଯାଇଛି, ଯାହା...
ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍: ୪୮ ଘଣ୍ଟା ମଧ୍ୟରେ ହେବାକୁ ଯାଉଛି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୭:ଭାରତ ଏବଂ ଆମେରିକା ମଧ୍ୟରେ ଟ୍ରେଡ୍ ଡିଲ୍ ବହୁ ଦିନ ଧରି ଆଲୋଚନାରେ ରହିଛି। ଏବେ ଏହି ମଧ୍ୟବର୍ତ୍ତୀକାଳୀନ ଟ୍ରେଡ୍ ଡିଲ୍କୁ ଚୂଡ଼ାନ୍ତ କରାଯିବ ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟ୍ରେଡ୍ ଡିଲ୍କୁ ୪୮ ଘଣ୍ଟା ମଧ୍ୟରେ...
ଆମେରିକାର ବଡ଼ ଚାଲ୍; ରାତି ଅଧରେ ନେଲା ଚମକାଇବା ଭଳି ନିଷ୍ପତ୍ତି
ନୂଆଦିଲ୍ଲୀ,୧୯।୬: ବିଶ୍ୱର ଦୁଇ ବଡ଼ ଦେଶ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ସ୍ଥିତି ବିଶ୍ୱ ବଜାରରେ ଚିନ୍ତାର ଲହରୀ ସୃଷ୍ଟି କରିଛି। ମଧ୍ୟପ୍ରାଚ୍ୟରେ ପରିସ୍ଥିତି ବିସ୍ଫୋରକ ରହିଛି । ଅଶୋଧିତ ତୈଳ, ସୁନା ଏବଂ ଡଲାରର ମୂଲ୍ୟରେ...
ପାକିସ୍ତାନର ବଡ଼ ଗେମ୍ ପ୍ଲାନ୍; ବିପଦରେ ଭାରତ: ଇସଲାମିକ ଦେଶ ହୋଇଯିବ…
ନୂଆଦିଲ୍ଲୀ/ଢାକା,୧୦।୬: ଭାରତର ପଡ଼ୋଶୀ ଦେଶ ବାଂଲାଦେଶ ଆଗାମୀ କିଛି ସପ୍ତାହ ମଧ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବାଂଲାଦେଶର ପ୍ରସିଦ୍ଧ ଲେଖକ ଏବଂ ସାମ୍ବାଦିକ ସଲାହୁଦ୍ଦିନ ସୋଏବ ଚୌଧୁରୀଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକିଲ ଅନୁଯାୟୀ, ମହମ୍ମଦ...
ଆମେରିକାରୁ ଆସିଲା ରିପୋର୍ଟ, ପାକିସ୍ତାନ ଛାନିଆ; ଭାରତ ସହ ଯୁଦ୍ଧ ହେଲେ ହୋଇଯିବ ଧ୍ୱଂସ!
ନୂଆଦିଲ୍ଲୀ,୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଉପରେ ସାରା ବିଶ୍ୱର ନଜର ରହିଛି। ଉଭୟ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ, ତେବେ କ୍ଷତି ଅଧିକ ହୋଇପାରେ। ହୁଏତ ଇସ୍ରାଏଲ-ଗାଜା...
ଚାଇନାକୁ ପାନେ ଦେବାକୁ ଟ୍ରମ୍ପଙ୍କ ନୂଆ ଚାଲ୍: ୩ ବର୍ଷ ପାଇଁ…
ଓ୍ବାଶିଂଟନ୍,୧୯।୪:ଆମେରିକାର ଟ୍ରମ୍ପ ପ୍ରଶାସନ ଚାଇନା ଜାହାଜ ଉପରେ ନୂତନ ବନ୍ଦର ଟିକସ (Port Fees) ଲାଗୁ କରିବାର ଘୋଷଣା କରିଛି। ଏହା ପୁଣି ଥରେ ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଉତ୍ତେଜନାକୁ ବୃଦ୍ଧି କରିପାରେ। ଆମେରିକା ବାଣିଜ୍ୟ ପ୍ରତିନିଧି...
ଟ୍ରମ୍ପ୍ଙ୍କୁ ‘ସୁପ୍ରିମ’ ଝଟ୍କା: ନିଷ୍ପତ୍ତି ଉପରେ ଲାଗିଲା ରୋକ
ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମରୁ ନାଗରିକତା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ ଏହି ପ୍ରସଙ୍ଗରେ ଯୁକ୍ତି ଶୁଣିବାକୁ ରାଜି ହୋଇଛନ୍ତି...
ହମାସ ସହିତ ଗୁପ୍ତ ଆଲୋଚନା କଲା ଆମେରିକା: ରିପୋର୍ଟ
ନୂଆଦିଲ୍ଲୀ, ୫ା୩: ଗାଜାରେ ବନ୍ଦୀ ଥିବା ଆମେରିକୀୟ ବନ୍ଧକଙ୍କୁ ମୁକ୍ତ କରିବାର ସମ୍ଭାବନା ଉପରେ ଟ୍ରମ୍ପ ପ୍ରଶାସନ ହମାସ ସହିତ ଗୁପ୍ତ ଆଲୋଚନା କରୁଛି। ଆଲୋଚନା ବିଷୟରେ ଜ୍ଞାତ ଥିବା ଦୁଇଟି ସୂତ୍ରକୁ ଉଦ୍ଧୃତ କରି ବୁଧବାର ଆକ୍ସିଓସ୍ ଏହି...
ବାଇଡେନ୍ ଓହରିଲେ କିଏ ହେବେ: ରାଷ୍ଟ୍ରପତିଙ୍କ ଉପରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଚାପ
ନୂଆଦିଲ୍ଲୀ,୧ା୭: ଆମେରିକା ପ୍ରେସିଡେନ୍ସିଆଲ ଡିବେଟ୍ରେ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦୁର୍ବଳ ପ୍ରଦର୍ଶନ ଡେମୋକ୍ରାଟ୍ସଙ୍କ ମଧ୍ୟରେ ପରାଜୟର ଭୟ ସୃଷ୍ଟି କରିଛି। ୨୦୨୪ ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଟକ୍କର ଦେବା ପାଇଁ ୮୧ ବର୍ଷୀୟ...
ମଲ ବାହାରେ ୧୦ ଫୁଟ ଉଚ୍ଚର ଏଲିଅନ୍! ଅଜବ ଦୃଶ୍ୟର ଭିଡିଓ ଭାଇରାଲ୍
ଓ୍ବାଶିଂଟନ୍,୯।୧: ଆମେରିକାର ମିଆମି ସହରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ମଲ ବାହାରେ ୧୦ ଫୁଟ ଉଚ୍ଚର ଏଲିଅନ୍ ଚାଲିଯାଉଥିବାର ଦାବି କରାଯାଉଛି। ଏହି ମାମଲା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ...
Archives


