ଜାନୁୟାରୀ ୧ରୁ ଏହି ୟୁଜର୍ସଙ୍କ ୟୁପିଆଇ ଆକାଉଣ୍ଟ ହୋଇଯିବ ବନ୍ଦ; ହୋଇଯାନ୍ତୁ ସାବଧାନ ୟୁପିଆଇ ଆପ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଗୁଗଲ୍ ପେ, ପେଟିଏମ, ଫୋନେପେ ଏବଂ ଭାରତପେ ଭଳି ସମସ୍ତ ୟୁପିଆଇ ଆପ୍ର ଇନ୍ଆକ୍ଟିଭ୍ ୟୁପିଆଇ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।...