ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ଶବକୁ ବାଇକ୍ରେ ନେଇ ଫିଙ୍ଗିଲେ, ସବୁ ଦେଖିଲା ପୁଅ ନୂଆଦିଲ୍ଲୀ,୧୪ା୯: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରେ ଜଣେ ମହିଳା ନେହା ଓ ତାଙ୍କ ପ୍ରେମିକ ଜିତେନ୍ଦ୍ର ମିଶି ନେହାଙ୍କ ସ୍ୱାମୀ ନାଗେଶ୍ୱର ରାଉନିୟାରଙ୍କୁ ହତ୍ୟା କରିଛନ୍ତି। ଏହାପରେ ଶବକୁ ବାଇକ୍ରେ ୨୫ କିଲୋମିଟର ଦୂର ନେଇ ରାସ୍ତା କଡ଼ରେ ଫିଙ୍ଗି ଦୁର୍ଘଟଣାର ରୂପ…