ଭାରତ ଆଗରେ ବିଶାଳ ଟାର୍ଗେଟ ରଖିଲା ପାକିସ୍ତାନ, ଏତିକି ରନ୍ କଲେ ମିଳିବ ଏସିଆ କପ ଟ୍ରଫି
ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ଉଇକେଟ୍ ହରାଇ ୩୩୭ ରନ ସଂଗ୍ରହ କରିଛି। ଟାଇଟଲ ହାତେଇବା ପାଇଁ ଭାରତକୁ ୩୩୮ ରନର ଆବଶ୍ୟକତା…

