ଆଗକୁ ପ୍ରଥମାଷ୍ଟମୀ: ବଢୁଛି ରାଇକିଆ ହଳଦୀପତ୍ରର ଚାହିଦା, ୧୦ଟି ପତ୍ରକୁ… ରାଇକିଆ,୨୦ା୧୧(ପ୍ରଦୀପ ବେହେରା): ଆଉ କିଛି ଦିନ ପରେ ପ୍ରଥମାଷ୍ଟମୀ। ଉପକୂଳ ଅଞ୍ଚଳଗୁଡ଼ିକରେ ସୁସ୍ବାଦୁ ପିଠା ପ୍ରସ୍ତୁତି ପାଇଁ ହଳଦୀପତ୍ରର ଆବଶ୍ୟକତା ରହୁଛି। ଏଥିପାଇଁ ହଳଦୀ ପତ୍ରର ଚାହିଦା ବଢ଼ିଛି। ଚାଷୀଙ୍କଠାରେ ମଧ୍ୟ ଏ ନେଇ ଉତ୍ସାହ ଦେଖାଦେଇଛି। ରାଇକିଆ- ଦାରିଙ୍ଗିବାଡ଼ି...