Tag Archives: turkey

ପାକିସ୍ତାନ ପରେ ତୁର୍କୀରେ ପାଣି ପାଇଁ ହାହାକାର, ଆଗକୁ…

ଇସ୍ତାନବୁଲ,୧୬।୫: ପାକିସ୍ତାନ ପରେ ତୁର୍କୀକୁ ଲାଗିବ ଶକ୍ତ ଝଟ୍‌କା। ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରଠାରୁ ପାକ୍‌ର ପରିସ୍ଥିତି ଆହୁରି ଖରାପ ହେବରେ ଲାଗିଛି। ଏପରି ପରିସ୍ଥିତିରେ, ଯେଉଁ ତୁର୍କୀ ସବୁବେଳେ ପାକିସ୍ତାନର ’ମିତ୍ର’ ହୋଇ ସମର୍ଥନ କରୁଥିଲା, ସେହି…

ହନିମୁନ୍‌ ପାଇଁ ତୁର୍କୀ ଯାଇଥାନ୍ତେ ଏହି ଅଭିନେତା, ଶେଷରେ କରିଦେଲେ ବାତିଲ୍‌

ନିକଟରେ ଅଭିନେତା ସିଦ୍ଧାନ୍ତ ଇସାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ପରେ ସେ ସ୍ତ୍ରୀଙ୍କୁ ନେଇ ହନିମୁନ୍‌ ଯିବା ବାତିଲ କରିଦେଇଛନ୍ତି। କାରଣ ସେ ହନିମୁନ୍‌ ତୁର୍କୀ ଯାଇଥାନ୍ତେ। କିନ୍ତୁ ତୁର୍କୀ ସହ ଭାରତର ବଢ଼ୁଥିବା ଉତ୍ତେଜନା ମଧ୍ୟରେ ନିଜ…

ତୁର୍କୀକୁ ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ, ୮୨୧କୋଟି ଟଙ୍କାର ଝଟ୍‌କା ଦେଲେ ଭାରତୀୟ!

ନୂଆଦିଲ୍ଲୀ,୧୬।୫:ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏହି ସମୟରେ ତୁର୍କୀ ପ୍ରଥମେ ପାକିସ୍ତାନକୁ ସମର୍ଥନ କରିଛି। ଯାହାପରେ ଭାରତୀୟମାନେ ତୁର୍କୀକୁ ବୟକଟ କିବା ଆରମ୍ଭ କରିଛନ୍ତି। ବର୍ତ୍ତମାପ ଭାରତରେ ତୁର୍କୀ ଉତ୍ପାଦ, ବିଶେଷକରି ସେଓ ବୟକଟ ଆରମ୍ଭ…

ପୁଣିଥରେ ତୁର୍କୀକୁ ବଡ଼ ଝଟକା ଦେଲା ଭାରତ! ବାତିଲ କଲା…

ନୂଆଦିଲ୍ଲୀ,୧୫।୫: ଆତଙ୍କବାଦର କେନ୍ଦ୍ର ଭାବରେ ଜଣାଶୁଣା ପାକିସ୍ତାନକୁ ତୁର୍କୀରୁ ଖୋଲା ସମର୍ଥନ ମିଳିଛି। ଏହି ସମୟରେ, ତୁର୍କୀକୁ ଏକ ବଡ଼ ଝଟକା ଦେଇ, ଭାରତ ତୁରନ୍ତ ପ୍ରଭାବରୁ ତୁର୍କୀ ବିମାନବନ୍ଦରର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବିର ସୁରକ୍ଷା କ୍ଲିୟରାନ୍ସକୁ ବାତିଲ କରିଦେଇଛି।…

କୃତଘ୍ନ ତୁର୍କୀ: କେବଳ ବନ୍ଧୁ ଭାବେ ପାକିସ୍ତାନକୁ କରି ନ ଥିଲା ସହାୟତା, ଅସଲ ଉଦ୍ଦେଶ୍ୟ ଭିନ୍ନ

ନୂଆଦିଲ୍ଲୀ,୧୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଥିବାବେଳେ ବିଶ୍ୱର ଦୁଇଟି ଦେଶ ଖୋଲାଖୋଲି ଭାବରେ ଏହି ’ଟେରିରିସ୍ତାନ’ର ସମର୍ଥନରେ ଠିଆ ହୋଇଥିଲେ। ମୁସଲିମ ବହୁଳ ତୁର୍କୀ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ସାମରିକ…

ତୁର୍କୀରୁ ଏସବୁ ଜିନିଷ ଆମଦାନୀ କରେ ଭାରତ: ସମ୍ପର୍କ ଖରାପ ହେଲେ ଜାଣନ୍ତୁ ବଜାରରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛ। କିନ୍ତୁ ଏହି ସମୟ ମଧ୍ୟରେ ବିଶ୍ୱରେ କିଏ ଆମର ବନ୍ଧୁ ଏବଂ କିଏ ଆମର ଶତ୍ରୁ ଭାରତ ଜାଣିପାରିଛି। ତୁର୍କୀରେ ଭୂମିକମ୍ପ ପରେ ଭାରତ ଯେପରି ତୁରନ୍ତ ସାହାଯ୍ୟର ହାତ ବଢ଼ାଇଥିଲା,…

ପାକିସ୍ତାନକୁ ସାହାଯ୍ୟ କରି ଫସିଗଲା ତୁର୍କୀ! କୋଟି କୋଟି ଟଙ୍କାର କ୍ଷତି କରିଦେଲେ ଭାରତୀୟ

ନୂଆଦିଲ୍ଲୀ, ୧୫।୫: ଅପରେଶନ ସିନ୍ଦୂର ପରେ, ପାକିସ୍ତାନକୁ ସମର୍ଥନ କରିବା ଏବେ ତୁର୍କୀ ପାଇଁ ମହଙ୍ଗା ପଡିଛି। ତୁର୍କୀ ଯେପରି ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଛି, ତାହା ପରେ ଏବେ ଭାରତୀୟଙ୍କ ରାଗର ଶିକାର ହେବାକୁ ପଡିଛି। ଭାରତୀୟମାନେ ଏବେ…

ଭାରି ପଡ଼ିଲା ପାକିସ୍ତାନ ସହ ବନ୍ଧୁତା! ତୁର୍କୀ ବିରୋଧରେ ଭାରତୀୟଙ୍କ ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୪।୫: ଅପରେଶନ ସିନ୍ଦୂର ସମୟରେ, ତୁର୍କୀର ପାକିସ୍ତାନ ପ୍ରତି ପ୍ରେମ ତାଙ୍କ ଉପରେ ପ୍ରଭାବ ପକାଉଥିବା ପରି ମନେ ହେଉଛି। ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବା ପରେ, ଭାରତରେ ତୁର୍କୀ ବୟକଟ ଅଭିଯାନ ଜୋର ଧରିବା ଆରମ୍ଭ କରିଛି ଏବଂ ଏହା…

ବଡ଼ ଖୁଲାସା: ଖାଲି ୩୫୦+ ଡ୍ରୋନ୍‌ ନୁହେଁ, ପାକିସ୍ତାନ ସେନାକୁ ବିଧିବଦ୍ଧ ତାଲିମ ଦେଇଥିଲା ତୁର୍କୀ

ନୂଆଦିଲ୍ଲୀ,୧୪।୫: ପାକିସ୍ତାନ ଉପରେ ଭାରତର ଜବାବି କାର୍ଯ୍ୟାନୁଷ୍ଠାନ ଅପରେସନ ‘ସିନ୍ଦୂର’ରେ ତୁର୍କୀର ୨ ଜଣ ସାମରିକ କର୍ମୀଙ୍କ ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ତୁର୍କୀ କେବଳ ୩୫୦ରୁ ଅଧିକ ଡ୍ରୋନ ଦେଇ ଭାରତ ବିରୁଦ୍ଧରେ ଉତ୍ତେଜନା ସମୟରେ ପାକିସ୍ତାନକୁ…

ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନକୁ ଯୁଦ୍ଧ ଉପକରଣ ପଠାଇଲା ଏହି ଦେଶ

ନୂଆଦିଲ୍ଲୀ,୨୮।୪: ଜାମ୍ମୁ ଓ କାଶ୍ମୀରର ପାହାଲଗାମରେ ଗତ ସପ୍ତାହରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ତୁର୍କୀ ପାକିସ୍ତାନକୁ ଯୁଦ୍ଧ ଉପକରଣ ପଠାଇ ନିଜର ସମର୍ଥନ ଦେଖାଇଛି। ଏହି ଘଟଣା ଦୁଇ…

ପାକିସ୍ତାନକୁ ଘାରିଲାଣି ଭୟ: ଚାଇନା ପରେ ଏହି ଦେଶକୁ ମାଗିଲା ସାହାଯ୍ୟ

ଇସଲାମାବାଦ୍‌,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ଭାରତର ଆକ୍ରମଣ ଭୟରେ ପାକିସ୍ତାନ ବନ୍ଧୁ ଦେଶ ତୁର୍କୀଠାରୁ ସାହାଯ୍ୟ ଲୋଡ଼ିଛି। ତୁର୍କୀର ଏକ C-130 ସାମରିକ ପରିବହନ ବିମାନ ପାକିସ୍ତାନରେ ପହଞ୍ଚିଛି। ପାକିସ୍ତାନୀ ସେନା ଗୁଳିଗୋଳା ଏବଂ…

ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଜଣ ଜୀବନ୍ତ ଦଗ୍ଧ

ଅଙ୍କରା,୨୧।୧: ତୁର୍କୀର ଏକ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଅତି କମରେ ୬୬ ଜଣ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ଏଥିସହ ୫୧ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ଆହତମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ନିଆଁକୁ ନିୟନ୍ତ୍ରଣ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri