Tag Archives: trump

ଚାଇନା ଉପରେ ୧୫୫% ଟାରିଫ୍ ଲଗାଇ ଏପରି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ନଭେମ୍ବର ୧ ତାରିଖରୁ ୧୫୫% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଚାଇନା ବହୁ ବର୍ଷ ଧରି ଏକତରଫା ଭାବେ ଆମେରିକା...

‘ପୁଟିନ ଚାହିଁଲେ ୟୁକ୍ରେନକୁ ବରବାଦ କରିଦେବେ’, ଜେଲନସ୍କିଙ୍କ ଉପରେ ଖପ୍ପା ହେଲେ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୦: ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ଫାଇନାନ୍ସିଆଲ ଟାଇମ୍ସ (FT) ରିପୋର୍ଟରେ ଦାବି କରାଯାଇଛି ଯେ ହ୍ବାଇଟ ହାଉସରେ ଏକ ବୈଠକ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର...

ତାଲିବାନ ଭୟରେ ଟ୍ରମ୍ପ ଶରଣରେ ପଶିଲା ପାକିସ୍ତାନ, ଭାରତ ବିରୋଧରେ କଲା ଅଭିଯୋଗ

ନୂଆଦିଲ୍ଲୀ,୧୬ା୧୦: ଆଫଗାନିସ୍ତାନର ତାଲିବାନ ସହ ଅସ୍ଥାୟୀ ଶାନ୍ତି ଚୁକ୍ତି ଉପରେ ଚିନ୍ତିତ ପାକିସ୍ତାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହାୟତା ମାଗିଛି। ଗତ ସପ୍ତାହରେ ସୀମାନ୍ତରେ ସଂଘର୍ଷ ଓ ପାକିସ୍ତାନୀୟ ବାୟୁସେନା ଆକ୍ରମଣରେ ଉଭୟକୁ ପ୍ରାୟ ଡଜନ୍‌ ଲୋକ ପ୍ରାଣ...

ଟ୍ରମ୍ପ କହିଲେ ମୋଦି ଫୋନ୍ କରିଥିଲେ, ଭାରତ କହିଲା ମିଛ କଥା

ନୂଆଦିଲ୍ଲୀ,୧୬ା୧୦: ଭାରତ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରି ରୁଷିଆରୁ ତୈଳ କିଣା ବନ୍ଦ କରିବାକୁ...

ଆମେରିକାର ୟୁଟର୍ନ! ଭାରତର ଗୁଣଗାନ କରୁଛନ୍ତି ଟ୍ରମ୍ପଙ୍କ ନିକଟତମ ସହଯୋଗୀ, କହିଦେଲେ…

ଓ୍ବାଶିଂଟନ,୧୧।୯: ଭାରତର ପ୍ରଶଂସାରେ ଶତମୁଖ ହୋଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ସର୍ଜିଓ ଗୋର ଗୁରୁବାର ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନର ବୋଲି କହିଛନ୍ତି। ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ସହଭାଗିତାରେ ଆମେରିକାର ହିତଗୁଡ଼ିକୁ ଆଗେଇ ନେବା ପାଇଁ...

ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଅର୍ଥମନ୍ତ୍ରୀ, କହିଲେ ଆମେ ରୁଷିଆରୁ ତେଲ କିଣିଛୁ କିଣିବୁ, ଏ ନିଷ୍ପତ୍ତି …

ନୂଆଦିଲ୍ଲୀ,୬ା୯: ରୁଷିଆରୁ ତେଲ ନ କିଣିବା ପାଇଁ ଆମେରିକା ଭାରତ ଉପରେ ଲଗାତର ଚାପ ପକାଉଛି। ଏଥିପାଇଁ ଭାରତୀୟ ସାମଗ୍ରୀ ଉପରେ ଜରିମାନା ସ୍ବରୂପ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ଲଗାଯାଇଥିଲା। ଏହା ସହିତ ଭାରତ ଉପରେ ଶୁଳ୍କ...

ଚାଇନା ପାଇଁ ଭାରତ-ରୁଷିଆକୁ ହରାଇଲୁ…ବାଉଳା ହୋଇ ଏଭଳି ବୟାନ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ,୫।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ରୁଷିଆର ସମ୍ପର୍କକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଚାଇନାକୁ ଟାର୍ଗେଟ କରି କହିଛନ୍ତି ଯେ,ଚାଇନା ହାତରେ ଭାରତ ଓ ରୁଷିଆକୁ ହରାଇ ଦେଇଛୁ। ଚାଇନା ପାଇଁ ଭାରତ...

ଫୋନ୍‌ରେ ଟ୍ରମ୍ପ କହିଲେ ଏମିତି କଥା, ରାଗିଗଲେ ମୋଦି, ସେହିଦିନଠାରୁ ବଢ଼ିଛି ତିକ୍ତତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦ା୮: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏବେ ବି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଠିକ୍‌ ହୋଇନାହିଁ। ଟ୍ରମ୍ପ ବାରମ୍ବାର କହିଛନ୍ତି,...

୩ ଘଣ୍ଟା ଧରି ଚାଲିଲା ଟ୍ରମ୍ପ-ପୁଟିନ ଆଲୋଚନା: ଜାଣନ୍ତୁ କ’ଣ ଘଟିଲା

ଓ୍ବାଶିଂଟନ,୧୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲାସ୍କାରେ ଏକ ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ କରିଥିଲେ। ଦୁଇ ନେତା ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ବିଷୟରେ ଆଲୋଚନା କରିଥିଲେ, କିନ୍ତୁ କୌଣସି...

ଇରାନ-ଇସ୍ରାଏଲ ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି; ଟ୍ରମ୍ପ କହିଲେ ଦୂରରେ ରୁହ…

ମସ୍କୋ/ଓ୍ବାଶିଂଟନ,୧୯।୬: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏଣ୍ଟ୍ରି କରିଛନ୍ତି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୋଗାଯୋଗରେ ଅଛନ୍ତି। ରୁଷିଆ ତେଲ୍‌ ଅଭିଭ୍‌ର ସୁରକ୍ଷା...

ଭାରତକୁ ଟ୍ରମ୍ପଙ୍କ ପରୋକ୍ଷ ଚେତାବନୀ! ଆସିମ ମୁନିରଙ୍କୁ US ନିମନ୍ତ୍ରଣକୁ ନେଇ ହଇଚଇ

ଓ୍ବାଶିଂଟନ,୧୧।୬: ପାକିସ୍ତାନ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଜୁନ ୧୨ ତାରିଖରେ ଆମେରିକାରେ ପହଞ୍ଚିବେ। ମୁନିରଙ୍କୁ ଆମେରିକୀୟ ସେନାର ୨୫୦ତମ ବାର୍ଷିକୀ ପାଳନରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। ତେବେ ଏହି ସମାରୋହ ଜୁନ ୧୪...

ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ତୀବ୍ର ବିବାଦ: କଡ଼ା ଶବ୍ଦରେ ପରସ୍ପରକୁ ସମାଲୋଚନା

ଓ୍ବାଶିଂଟନ୍,୬।୬: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ଓ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ ମସ୍କଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଉଭୟେ ପରସ୍ପର ବିରୁଦ୍ଧରେ କଡ଼ା ଶବ୍ଦରେ ସମାଲୋଚନା କରି ରାଜନୈତିକ ଓ ସାମାଜିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri