ବସ୍-ଟ୍ରକ୍ ମୁହାଁମୁହିଁ: ଚାଲିଗଲା ୬ ଜଣଙ୍କ ଜୀବନ
ବଣାଇ,୨୫ା୯(ପ୍ରଦୀପ ତ୍ରିପାଠୀ): ଗୁରୁବାର ସକାଳୁ ରାଉରକେଲାରୁ କୋଇଡ଼ା ଅଭିମୁଖେ ଯାଉଥିବା ଲିଙ୍ଗରାଜ ନାମକ ଯାତ୍ରୀବାହୀ ବସ୍ ରଙ୍ଗ ରୁଟ୍ରେ ଯାଇ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ...
ବ୍ରେକ୍ ମାରିବାକୁ ଭୁଲିଗଲେ ଟ୍ରକ୍ ଡ୍ରାଇଭାର, ପରେ କାର୍ ଡ୍ରାଇଭରଙ୍କର ଯାହା ହେଲା ଭିଡିଓ ଦେଖିଲେ…
ଯଦି ଆପଣ ରାସ୍ତାରେ ଗାଡ଼ି ଚଲାଉଛନ୍ତି, ତେବେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ, କାରଣ ଅନ୍ୟମାନଙ୍କ ଭୁଲ୍ ଯୋଗୁ ଆପଣଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିବାର ସମ୍ଭାବନା ରହିଛି। Never forget the handbrake pic.twitter.com/UCDicQmu8r — Insane...
ଟ୍ରକ୍ରେ ଲାଗିଗଲା ନିଆଁ, ଗାଡ଼ି ଧରି ଡ୍ରାଇଭର ସିଧା ପହଞ୍ଚିଲେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ, ପରେ କ’ଣ ଘଟିଲା ଦେଖନ୍ତୁ ଭିଡିଓ…
ପ୍ରାୟତଃ ଦେଖାଯାଏ ଯେ, ରାସ୍ତାରେ ଯାଉଥିବା ସମୟରେ ଗାଡ଼ିଗୁଡ଼ିକରେ ହଠାତ୍ ନିଆଁ ଲାଗିଯାଏ। ଏପରି ପରିସ୍ଥିତିରେ ଡ୍ରାଇଭର ଭୟଭୀତ ହୋଇଯାଆନ୍ତି। ଏପରି ପରିସ୍ଥିତିରେ ଡ୍ରାଇଭରମାନେ ପ୍ରାୟତଃ ଗାଡ଼ିକୁ ଅଟକାଇ ବାହାରକୁ ପଳାଇଯାଆନ୍ତି ଏବଂ ପରେ ନିଆଁ ଲିଭାଇବାର ଉପାୟ ଚିନ୍ତା...
ଅଗ୍ରାଧିକାର ଭିତ୍ତିରେ ଲୋଡିଂ ପାଇଁ ଦାବିପତ୍ର ପ୍ରଦାନ କଲେ ଟ୍ରକ୍ମାଲିକ
କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳ ଭାବେ କେନ୍ଦୁଝର ସହର ରହିଛି। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଖଣି ମଧ୍ୟ ଭାଗରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ବଫର ଜୋନ୍ ବିବେଚନା କରାଯାଇଛି। କେନ୍ଦୁଝର...
ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, କୋରାପୁଟ-ସୁନାବେଡ଼ା ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ
କୋରାପୁଟ/ଡୁମୁରିପୁଟ,୧୯ା୭(ଅମିତାଭ ବେହେରା/ସନ୍ତୋଷ ପାତ୍ର): ଶୁକ୍ରବାର ସକାଳେ ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଏକ ସିମେଣ୍ଟ ବୋଝଇ ଟ୍ରକ୍ ଭାରସାମ୍ୟ ହରାଇ ଡୁମୁରିପୁଟ ନିକଟ ୨୬ ନଂ ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଛି। ଫଳରେ କୋରାପୁଟ – ସୁନାବେଡ଼ା ମଧ୍ୟରେ ଗାଡ଼ି...
ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍
କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ ଟ୍ରକ୍ ଫସି ରହିଥିବା ଦେଖିବାକୁ ମିଳିଛି। ଉକ୍ତ କଂକ୍ରିଟ ରାସ୍ତାଟି ୨୦୨୩-୨୪ ଆର୍ଥିକ...
ଘାଟିରୁ ଖସିଲା ପେପର ରୋଲ୍ ବୋଝେଇ ଟ୍ରକ୍: ଡ୍ରାଇଭର, ହେଲପର ଆହତ
ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ ପେପର ରୋଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିଥିବା ବେଳେ ଅଳ୍ପକେ ଡ୍ରାଇଭର ଓ...
ଓଲଟିଲା ଆଶ୍ ବୋଝେଇ ଟ୍ରକ୍
ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଗୁଲୁଦୀ ପଶି ଡ଼ିମିରିଡିହା ରାସ୍ତାର ବୁଲାଣି ନିକଟରେ ରବିବାର ଏକ ଆଶ୍ ବୋଝେଇ ୧୪ ଚକିଆ ଟ୍ରକ୍ କଲ୍ଭର୍ଟ ପୋଲର ସାଇଡ୍ରେ ଚକା ପଡ଼ିଯିବାରୁ ଓଲଟି ପଡ଼ିଥିଲା। ଅଳ୍ପକେ ବର୍ତ୍ତି ଯାଇଛନ୍ତି...
Archives


