ସମ୍ବଲପୁରରେ ଶାଲିମାର ଏକ୍ସପ୍ରେସ ଲାଇନ୍ଚ୍ୟୁତ ସମ୍ବଲପୁର,୨୪ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଲାଇନଚ୍ୟୁତ ହୋଇ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ମହିମା ଗୋସାଇଁ ଶାଲିମାର ଏକ୍ସପ୍ରେସ୍। ଶାଲିମାରରୁ ଅନୁଗୋଳ ଦେଇ ସମ୍ବଲପୁର ଆସୁଥିବା ଟ୍ରେନ୍ ନମ୍ବର ୨୦୮୩୧ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ ଟ୍ରେନ୍ର ଶେଷ ଟ୍ରଲି ବଗିର ପୂର୍ବ ଅଣସଂରକ୍ଷିତ…