୩୦ବର୍ଷ ପରେ ଶନିଙ୍କ ବିରଳ ଗୋଚର, ୬ରାଶି ହେବେ ମାଲାମାଲ୍, ଅଚାନକ ଆସିବ ଟଙ୍କା! ଶନି ଗ୍ରହଙ୍କ ଚଳନ ରାଶିଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରିଥାଏ । କୁହାଯାଏ ଯେ ଯେଉଁମାନଙ୍କର କୁଣ୍ଡଳୀରେ ଶନିଙ୍କ ସ୍ଥିତି ଦୃଢ଼ ରହିଥାଏ, ସେମାନେ ଜୀବନରେ ବହୁତ ସଫଳତା ପାଆନ୍ତି। କିନ୍ତୁ ଯେଉଁମାନଙ୍କର କୁଣ୍ଡଳୀରେ ଶନି ଦଶା ଚାଲିଥାଏ...