Tag Archives: tiger

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ ଫଟୋ ଯାହାର ପ୍ରମାଣ ଦେଉଛି। ଯେଉଁଠି ଏକ ବାଘ ନିରୀହ ହରିଣକୁ ଖିନ୍‌ଭିନ୍‌…

ଗାଁରେ ବାଘ ଆତଙ୍କ: ରାତିରେ ଗୁହାଳେ ପଶି ଖାଇଯାଉଛି ଛେଳି, ଗ୍ରାମବାସୀ ସତର୍କ ରହିବା ପାଇଁ…

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍‌ର ଜକର ଗ୍ରାମ ନିକଟ ମା’ ରତନେଇ ମନ୍ଦିର ପାଖରେ ବାଘ ଆତଙ୍କ ଲାଗି ରହିଛି। ବାଘ ଜଣେ ବ୍ୟକ୍ତିଙ୍କ…

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ, ଜାଣନ୍ତୁ କେବେଠୁ..

ବାରିପଦା,୨୯ା୧: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା ଫେବୃଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ। କାଳିକାପ୍ରସାଦ ଗେଟ୍‌…

ଗାଁ ନିକଟରେ ବୁଲୁଛି ବାଘ, ସିସିଟିଭିରେ କଏଦ ହେବା ପରେ…

ଜି.ଉଦୟଗିରି,୧୦ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତାବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ…

ପ୍ରିୟଙ୍କା ଗାନ୍ଧୀଙ୍କ ଜିପ୍‌ ସାମ୍ନାକୁ ଚାଲିଆସିଲା ବାଘ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧: କଂଗ୍ରେସ ମହାସଚିବ ଏବଂ ଏମପି ପ୍ରିୟଙ୍କା ଗାନ୍ଧୀ ତାଙ୍କ ପୁଅର ନିର୍ବନ୍ଧ ପାଳନ କରିବା ଏବଂ ଏକ ବ୍ୟକ୍ତିଗତ ଯାତ୍ରାରେ ନୂତନ ବର୍ଷ ଛୁଟି ପାଳନ କରିବା ପାଇଁ ରାଜସ୍ଥାନର ସ୍ବାଇ ମାଧୋପୁରରେ ପହଞ୍ଚିଥିଲେ। ସେ ଏବଂ ତାଙ୍କ ପରିବାର…

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ ବନ୍ୟପ୍ରାଣୀ ଜଙ୍ଗଲ ଖାଦ୍ୟ ଅପେକ୍ଷା ଜଙ୍ଗଲ ବାହାର ଖାଦ୍ୟ ଅନେକ ସମୟରେ ପସନ୍ଦ କରୁଛନ୍ତି।…

କାମାକ୍ଷାନଗରରେ ବାଘ ଆତଙ୍କ: ଗାଁ ନିକଟରେ ମିଳିଲା ପାଦଚିହ୍ନ

କାମାକ୍ଷାନଗର,୨୧।୧୦: ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ପୁଣି ଥରେ ବାଘ ଆତଙ୍କ ଦେଖାଦେଇଛି। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍ ଅଧୀନ ଖଟଖୁରା ଗାଁର ଧାନ ବିଲରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛି ଦିନ ତଳେ ବାଘଟି କଣ୍ଟାରିପାଟ ଜଙ୍ଗଲରେ ଏକ ଷଣ୍ଢକୁ…

ନୂଆପଡ଼ା ଜିଲାରେ ବାଘ ଆତଙ୍କ: ୨ଟି ଛେଳିକୁ ମାରି ଖାଇଲା

ନୂଆପଡ଼ା,୨୫।୮(ମକାରୁ ବେମାଲ): ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟରେ କିଛି ମାସ ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ବାଘ ୨ଟି ଛେଳିକୁ ଖାଇଥିବାବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଶନିବାର ଅପରାହ୍ନରେ ବୋଡେନ ବ୍ଲକ ନାଗପଡା ପଞ୍ଚାୟତ ଖୋଲିଭିତର ଗଁାର…

ଏପଟେ ବାଘ ଖାଇଗଲା ଛେଳି, ସେପଟେ ଗୋଦାମ ଘର ଭାଙ୍ଗି ଗୋ’ଖାଦ୍ୟ ଖାଇଲେ ହାତୀପଲ

ଭଞ୍ଜନଗର,୨୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବନ୍ୟପ୍ରାଣୀ ଯଥା ବାଘ, ଭାଲୁ, ହାତୀ, ବାର୍‌ହା ବିଭିନ୍ନ ସମୟରେ ଜଙ୍ଗଲ ବାହାରକୁ ଆସି ଲୋକଙ୍କ ଧନ ଜୀବନ କ୍ଷତି କରୁଛନ୍ତି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ବିଭିନ୍ନ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଲା ବାଘ ସଂଖ୍ୟା: ଶାବକକୁ ଜନ୍ମ ଦେଲା ଅଙ୍କିତା

ଭୁବନେଶ୍ୱର, ୨୪।୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସୋମବାର ବାଘ ପରିବାରରେ ଏକ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିଛି। ସାଧାରଣ ରଙ୍ଗର ବାଘୁଣୀ ଅଙ୍କିତା ସକାଳେ ଏକ ଛୁଆକୁ ଜନ୍ମ ଦେଇଛନ୍ତି। ମା’ ଏବଂ ନବଜାତ ବାଘ ଉଭୟଙ୍କୁ ବର୍ତ୍ତମାନ ସିସିଟିଭି ନଜରରେ…

ଲୋକଙ୍କୁ ଜବରଦସ୍ତ ବାଘମୂତ୍ର ପିଆଉଛି ଚାଇନା, ଗୋଟିଏ ବୋତଲର ଦାମ୍‌ ଜାଣିଲେ…

ଚାଇନାର ଏକ ଚିଡ଼ିଆଖାନା ଏବେ ଚର୍ଚ୍ଚାରେ ରହିଛି। କାରଣଟି ବହୁତ ଆଶ୍ଚର୍ଯ୍ୟଜନକ। ଦେଶର ସିଚୁଆନ ପ୍ରଦେଶରେ ଅବସ୍ଥିତ ଏହି ଚିଡ଼ିଆଖାନା ବାଘମୂତ୍ର ବିକ୍ରି କରୁଛି। ଏହା ଗଣ୍ଠି ରୋଗ ସମେତ ଅନ୍ୟାନ୍ୟ ରୋଗକୁ ଭଲ କରିପାରିବ ବୋଲି ଚାଇନା ଦାବି କରୁଛି।…

ଓଡ଼ିଶା ଆସିବେ ଆଉ ୩ ମହାବଳ

ଭୁବନେଶ୍ୱର,୨ା୧: ଓଡ଼ିଶା ଆସିବେ ଆଉ ୩ ମହାବଳ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଏହି ୩ ବାଘ ଓଡ଼ିଶା ଆସିବା ପରେ ତାଙ୍କୁ ଡେବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ। ୫ ମହାବଳରୁ ଯମୁନା, ଜିନ୍ନତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?