ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଚାଇନାକୁ କଡ଼ା ଚେତାବନୀ ଦେଲେ ତିବ୍ଦତର ନିର୍ବାସିତ ରାଷ୍ଟ୍ରପତି ବେଜିଂ,୪।୭: ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ବିବାଦ ଶେଷ ହେଉନାହିଁ। ଚାଇନା ଜିଦ ଧରିଛି ଯେ ଭବିଷ୍ୟତର ଉତ୍ତରାଧିକାରୀ ପାଇଁ ତିବ୍ଦତକୁ ଏହାର ଅନୁମୋଦନ ନେବାକୁ ପଡିବ। ଚାଇନା କହିଛି ଯେ ଦଲାଇ ଲାମା...