Tag Archives: Thailand

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ ସେଠାରେ ଫସିଥିବା ଅଭିଯୋଗ ହୋଇଛି। ଏକ ପ୍ଲାଏଉଡ୍ କାରଖାନାରେ କାମ କରୁଥିବା ଏହି…

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର ଗୁପ୍ତ କଥା ନିରନ୍ତର ଉନ୍ମୋଚିତ ହେଉଛି। ଅପରେଶନ ସିନ୍ଦୂର ପରେ ସଦ୍ୟତମ ଘଟଣା ହେଉଛି…

ବିମାନ ବନ୍ଦରରେ ନାଚିଲେ ରାଷ୍ଟ୍ରପତି,ସମସ୍ତେ ଆଶ୍ଚର୍ଯ୍ୟ!

କୁଆଲାଲମପୁର,୨୬।୧୦: ମାଲେସିଆରେ ଆସିଆନ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ମାଲେସିଆ ବିମାନବନ୍ଦରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭବ୍ୟ ସ୍ବାଗତ ପାଇଁ ଶନିବାର ମାଲେସିଆରେ ପହଞ୍ଚିଥିଲେ। ସେ ତାଙ୍କ ନୃତ୍ୟ ପ୍ରଦର୍ଶନ ମଧ୍ୟ କରିଥିଲେ, ଯାହାର ଏକ ଭିଡିଓ ଏବେ ସୋସିଆଲ…

ଭାରତର ପଡୋଶୀ ଦେଶରେ ଭୟଙ୍କର ଯୁଦ୍ଧ: ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

ନୂଆଦିଲ୍ଲୀ,୨୪।୭: ଥାଇଲାଣ୍ଡ ସମ୍ପ୍ରତି କାମ୍ବୋଡିଆର ବିବାଦୀୟ ସାମରିକ ଘାଟି ଉପରେ F-16 ଲଢ଼ୁଆ ବିମାନ ବ୍ୟବହାର କରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଥାଇ ଅଞ୍ଚଳରେ ପ୍ରବଳ ଗୁଳିମାଡ଼ ଏବଂ ରକେଟ ଆକ୍ରମଣ ହେଉଥିବା ସମୟରେ ଏହି ପଦକ୍ଷେପ ନିଆଯାଇଥିଲା। ଥାଇ…

ଥାଇଲ୍ୟାଣ୍ଡର କାମ୍ବୋଡିଆ ଉପରେ ଏୟାର ଷ୍ଟ୍ରାଇକ୍, ଭାରତଠାରୁ କିଣିଥିଲା ମିସାଇଲ

ନୂଆଦିଲ୍ଲୀ,୨୪।୬: ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଥାଇଲ୍ୟାଣ୍ଡ ଗୁରୁବାର କାମ୍ବୋଡିଆର ସାମରିକ ଲକ୍ଷ୍ୟସ୍ଥଳ ଉପରେ ଏୟାର ଷ୍ଟ୍ରାଇକ୍ କରିଥିବା ଘୋଷଣା କରିଛି। ଏହି ଆକ୍ରମଣ ପୂର୍ବରୁ ଥାଇ ଅଧିକାରୀମାନେ ଦାବି କରିଥିଲେ ଯେ, କାମ୍ବୋଡିଆର ଆର୍ଟିଲେରୀ ଶେଲିଂ…

ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଝଟ୍‌କା, ପଦରୁ ହଟାଇଦେଲେ କୋର୍ଟ

ନୂଆଦିଲ୍ଲୀ, ୧୪।୦୮: ବାଂଲାଦେଶ ପରେ ଥାଇଲାଣ୍ଡର ରାଜନୀତି ଏବେ ହଲଚଲ୍‌ ହୋଇଛି । ପ୍ରଧାନମନ୍ତ୍ରୀ ପଦରୁ ତାଙ୍କ ପଦରୁ ହଟାଇଛନ୍ତି ଥାଇଲାଣ୍ଡ ସାମ଼୍ବିଧାନିକ କୋର୍ଟ । ଏକ ନୈତିକତା ମାମଲାର ଶୁଣାଣି କରି କୋର୍ଟ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ୍‌ ପଦ ଛାଡ଼ିବାକୁ…

ଏସିଆର ତୃତୀୟ ଦେଶ ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେବ ଥାଇଲାଣ୍ଡ, ପାରିତ ହେଲା…

ବ୍ୟାଙ୍କକ୍‌,୧୮।୬: ଏଣିକି ଥାଇଲାଣ୍ଡରେ ମଧ୍ୟ ସମଲିଙ୍ଗୀ ବିବାହ ବୈଧ ହୋଇଯିବ। ଏହାର ନ୍ୟାଶନାଲ ଆସେମ୍ଲିରେ ଏନେଇ ଜଡ଼ିତ ବିଧେୟକ ପାରିତ ହୋଇଛି। ଏବେ ଥାଇଲାଣ୍ଡର ରାଜା ମହା ବଜିରାଲୋକୋର୍ନ ମଞ୍ଜୁରୀ ଦେବା ପରେ ଏହି ବିବାହକୁ ଆଇନଗତ ମାନ୍ୟତା ମିଳିବ। ଥାଇଲାଣ୍ଡରେ…

ଖୁସି ଖବର: ବିନା ଭିଜାରେ ଯାଇହେବ ଥାଇଲ୍ୟାଣ୍ଡ, ସରକାର କଲେ ଘୋଷଣା

ନୂଆଦିଲ୍ଲୀ/ବ୍ୟାଙ୍କକ୍‌,୩୧।୧୦: ଭାରତରୁ ଥାଇଲ୍ୟାଣ୍ଡ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ଥାଇଲ୍ୟାଣ୍ଡ ଯିବା ପାଇଁ ସେମାନଙ୍କୁ ଆଉ ଭିଜା ଦରକାର ହେବ ନାହିଁ । ଥାଇଲ୍ୟାଣ୍ଡର ସରକାରୀ ମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?