ପ୍ରଧାନମନ୍ତ୍ରୀଙ୍କ ସିକ୍ରେଟ ଫୋନ କଲ ଲିକ୍, ୧୭ ମିନିଟ ଚକ୍କରରେ ଆସନ ଟଳମଳ ବ୍ୟାଙ୍କକ,୨୦।୬: ଥାଇଲ୍ୟାଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ଗୁପ୍ତ ଫୋନ କଲ ଲିକ ହୋଇଛି। ଫଳରେ ତାଙ୍କ ପଦବୀ ବିପଦରେ ପଡ଼ିଛି। କେବଳ ତାଙ୍କ ପଦବୀ ନୁହେଁ, ସରକାର ମଧ୍ୟ ବିପଦରେ ଅଛି। ଏକ ବିପ୍ଳବର ସମ୍ଭାବନା…